
ବାସ୍ତବବ୍ୟୁରୋ:(ଜଳେଶ୍ୱର)‘ବୃକ୍ଷ’ହିଁ ଜୀବନ’ଏହି ବାର୍ତା କୁ ନେଇ ଆଗେଇ ଆସିଛନ୍ତି, ବାଲେଶ୍ବର ଜିଲ୍ଳା ଜଳେଶ୍ୱରର ସାମାଜିକ ସଂଗଠନ ମେ ଆଇ ହେଲ୍ପ ୟୁ ମୋ ପରିବାର | ଅନେକ ସାମାଜିକ ସଂଗଠନ ଅନେକ କାଯ୍ୟକ୍ରମ କରନ୍ତି କିନ୍ତୁ,ଏହି ସାମାଜିକ ସଂଗଠନ ତାର ବାର୍ଷିକ ଉତ୍ସବ ରେ ଏମିତି ଏକ ବାର୍ତା ଲୋକମାନଙ୍କୁ ଦେଇଛନ୍ତି ସଚେତନତା ର ବାର୍ତ୍ତା | କୋରାନ ମହାମାରୀର ତାଣ୍ଡବ ସାରା ବିଶ୍ୱକୁ ଥରାଇ ଦେଇଥିବା ବେଳେ, ଅକ୍ସଇଜେନ କମି କମି ଯାଉଛି ଏବଂ ଲୋକଙ୍କ ମୁର୍ତ୍ୟୁ ହାର ବଢ଼ିବାରେ ଲାଗିଛି |

ଏହି ଅକ୍ସିଜେନ ସଙ୍କଟରୁ କେବଳ ବୃକ୍ଷ’ହିଁ ଦୁରକରି ପାରିବ, ଏହାକୁ ଲକ୍ଷ୍ୟ କରି ସଂଗଠନର ବାର୍ଷିକ ଉତ୍ସବରେ ତିନିସହ ପଞ୍ଚଷଠି ଗଛ ଜଳେଶ୍ୱର ବଡବଜ଼ାର ଠାରେ ଯିବା ଆସିବା ଲୋକଙ୍କୁ ବଣ୍ଟନ କରାଯାଇଅଛି |ସଂଗଠନ ଏହି କାଯ୍ୟକ୍ରମ କୁ ଜଳେଶ୍ୱର ବାସୀ ଅତ୍ୟନ୍ତ ଖୁସି ସହକାରେ ଗ୍ରହଣ କରି ସଂଗଠନର ଭବିଷ୍ୟତ ଉଜ୍ୱଳ କାମନା କରିଥିଲେ ଏହି କାଯ୍ୟକ୍ରମ ରେ ଜଳେଶ୍ୱର ଆଇ ଆଇ ସି ପର୍ଶୁରାମ ସାହୁ, ଉପଦେଷ୍ଟା ବୃନ୍ଦ ମନୋରଞ୍ଜନ ପ୍ରଧାନ, ନରହରି ବେହେରା, ସାନ୍ତୁନୁ ସେନାପତି, ଚନ୍ଦନ ଦାସ ସଂଗଠନ ର ମୁଖ୍ୟ ଜଗନ୍ନାଥ ପରିଡା, ଦେବବ୍ରତ ପଣ୍ଡା,ଆଶୁତୋଷ ଘୋଷ,କିଶୋର ସାହୁ, ଶ୍ରୀମାରାଣୀ ହୁଈ, ବରୁଣ ଜେନା,ଶୁଚିସ୍ମିତା ପ୍ରଧାନ,ଅଲ୍ଲେନ ଘୋଷ, ସତ୍ୟବ୍ରତ ପ୍ରାମାଣିକ, ରମେଶ ଜେନା, ବିଜୟ କୁମାର ଶାସମଲ,ସତ୍ୟରଞ୍ଜନ ପ୍ରଧାନ, ସଂଜୀବ ପାତ୍ର, ରଞ୍ଜନ ପାତ୍ର,ତରଣୀ କର, ଏମ ଡି ରାଜୁ,ଜ୍ୟୋସ୍ନାରାଣୀ ମହାନ୍ତି ଉପସ୍ଥିତ ରହି ସଂଗଠନ ତରଫରୁ ସହଯୋଗ କରିଥିଲେ।