୧-ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ।
୨-କୁଆଁର ପୁନେଇରେ ଚମକିଲେ ଚାନ୍ଦ : ଦୂତୀ ପୁଣି ଜିତିଲେ ସ୍ୱର୍ଣ୍ଣ, ଏଥର ୨୦୦ ମିଟର ଦୌଡ଼ରେ।
ଝାଡ଼ଖଣ୍ଡ ରାଞ୍ଚି ଠାରେ ଆୟୋଜିତ ୫୯ତମ ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିଅନ୍ସିପ୍ରେ ଦୂତୀ ୨୩.୧୭ ସେକେଣ୍ଡେ ପ୍ରଥମ ହୋଇଛନ୍ତି ।
୩-ନନ୍ଦନକାନନ ଏକ୍ସପ୍ରେସରେ ଯାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ୧୮ ଜଣ ପରୀକ୍ଷାର୍ଥୀ ଅଟକ, ଟ୍ରେନ୍ରେ ଯାତ୍ରୀଙ୍କୁ କରୁଥିଲେ ଦୁର୍ବ୍ୟବହାର।
୪-ଲାଇଫ୍ ବିଗିନ୍ସ ଏଟ୍ ଫର୍ଟି-ଓଡିଶାର କୃଷ୍ଣପ୍ରିୟା ୫୪ ବର୍ଷର ମିସେସ୍ ଇଣ୍ଡିଆ କ୍ରାଉନ୍ ଜିତିଲେ।
୫-କନ୍ଧମାଳରେ ପହିଲି ଶୀତର ପରଶ, ସର୍ବନିମ୍ନ ପାରଦ ୧୩, ଦାରିଙ୍ଗବାଡି ଚଳଚଞ୍ଚଳ।
୬-ଅଯୋଧ୍ୟାରେ ଜାରି ହେଲା ୧୪୪ ଧାରା, ଆଗାମୀ ପର୍ବପର୍ବାଣୀ ଲାଗି କଟକଣା ଲାଗୁ କଲେ ଡିଏମ।
୭-୧୬ସୁଦ୍ଧା ଓଡ଼ିଶା ଛାଡିପାରେ ମୈ।ସୁମୀ ।
୮-ମୁଖାଗ୍ନୀ ଦେବା ସମୟରେ କୋକେଇରୁ ଜିଇଁ ଉଠିଲା ଶବ, ସୋରଡ଼ା ହରିପୁର ଗାଁରେ ଆଶ୍ଚର୍ଯ୍ୟଜନକ ଘଟଣା।
୯-ସୁନ୍ଦରଗଡ଼:ମହଙ୍ଗା ପଡ଼ିଲା ଅବହେଳା; ନିଲମ୍ବିତ ହେଲେ ସିଡିଏମ୍ଓ ଡା. ପଙ୍କଜ ପଟେଲ।
୧୦-ସୈ।ରଭ ଗାଙ୍ଗୁଲି ହେବେ BCCI ସଭାପତି।
୧୧-ଅଷ୍ଟ୍ରେଲିଆ ନାଁରେ ଥିବା ବିଶ୍ୱ ରେକର୍ଡକୁ ଭାଙ୍ଗିଲା ଭାରତ- ପୁନେ ଟେଷ୍ଟରେ ଟିମ୍ ଇଣ୍ଡିଆର ବିରାଟ ବିଜୟ।



