କଳାହାଣ୍ଡି ଜିଲ୍ଲା ରୁ 9th ବାଟାଲିୟନ ସମ୍ବଲପୁର ସ୍ଥାନାଂତର କୁ ସ୍ଥାନୀୟ ଲୋକଙ୍କ ବିରୋଧ…

ବାସ୍ତବବ୍ୟୁରୋ:(କଳାହାଣ୍ଡି) କଳାହାଣ୍ଡିଜିଲ୍ଲା ରୁ 9thବାଟାଲିୟନ କୁ ସମ୍ବଲପୁର କୁ ସ୍ଥାନାଂତର କୁ ସ୍ଥାନୀୟ ଲୋକଙ୍କ ବିରୋଧ l ସ୍ଥାନୀୟ ସରପଞ୍ଚ ଓ ବୁଦ୍ଧିଯିବି ଏ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଧେଶ୍ୟ ରେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଙ୍କ ମାଧ୍ୟମ ରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l

ଜାତୀୟ ରାଜପଥ ୧୨ ଜରିଙ୍ଗ ଠାରେ 9th ବାଟାଲିୟନ ର ସ୍ଥାପନl ଯୋଗୁ ଜିଲ୍ଳା ରେ ମାଓ କାର୍ଯ୍ୟ କଳାପ ସହ ଜାତୀୟ ରାଜପଥ ରେ ରାହା ଯାନୀ ଡକାୟତି ବହୁ ସଂଖ୍ୟl ରେ ନିୟନ୍ତ୍ରଣ କୁ ଆସିଥିଲା ଯଦି ବାଟାଲିୟନ କୁ ସମ୍ବଲପୁର କୁ ସ୍ଥାନାଂତର କରା ଯାଏ ତେବେ ମାଓ ଉପଦ୍ରବ ସହ ଲୁଟ ଡକାୟତି ଘଟଣା ସ୍ଥାନିୟ ଲୋକ ସମ୍ମୁଖୀନ ହେବେ ବୋଲି ସରକାର କୁ ଦେଇ ଥିବା ସ୍ମାରକ ପତ୍ର ରେ ଉଲେଖ କରିଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି,ମହିଳା ୱିଙ୍ଗର ନବୀକରଣ...

Sun Jun 27 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ଗତ କାଲି ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସିନିୟର ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତ ଦିଆଯାଇଥିବା ବେଳେ ଆଜି ବିଜୁ ମହିଳା ଜନତା ଦଳର ନବୀକରଣ କରାଯାଇଛି । ଦଳର ବରିଷ୍ଠ ନେତ୍ରୀ, ସାଂସଦ, ବିଧାୟିକା ଏବଂ ପୂର୍ବତନ ବିଧାୟିକା ମାନଙ୍କୁ ନେଇ ନୂଆ ଟିମ୍‌ରେ ୫ ଉପଦେଷ୍ଟା ମନୋନୀତ କରାଯାଇଥିବା ବେଳେ, ସ୍ନେହାଁଙ୍ଗିନୀ ଛୁରିଆଙ୍କ ସଭାପତିତ୍ଵରେ କାର୍ଯ୍ୟ […]

You May Like

Pin It on Pinterest