ବାସ୍ତବବ୍ୟୁରୋ:(ଭଦ୍ରକ)ମହାମାରୀଙ୍କୁ ହରାଇବା ପାଇଁ ଏହି ସମୟରେ ଅନେକ ସ୍ବେଛାସେବୀ ସଂଗଠନର ଅବଦାନ ରହିଛି |ସବୁବେଳେ ସବୁସମୟରେ ସରକାର ହୁଅନ୍ତୁ ବା ସାମାଜିକ ସଂଗଠନ ସମସ୍ତଙ୍କର ଧ୍ୟାନ ରହିଥାଏ ଚିକିତ୍ସାଳୟ ହେଉ ବା ସ୍ୱାସ୍ଥ୍ୟ ସେବା ଉପରେ, ସେମିତି ଆଜି ଏକ ମହନୀୟ କାର୍ଯ୍ୟ ଦେଖିବାକୁ ମିଳିଛି ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଠାରେ,ସିଂଜେଣ୍ଟା ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ୫୦ ଗୋଟି ହାଇଡ୍ରୋଲିକ ବେଡ଼ ପ୍ରଦାନ କରାଯାଇଛି|ସିଂଜେଣ୍ଟା ଇଣ୍ଡିଆ ଲିମିଟେଡ଼ କମ୍ପାନୀ ହେଉଛି ଏକ କୃଷି ଭିତ୍ତିକ କମ୍ପାନୀ ଆଉ ଏହି ମହାମାରୀରେ ରାଜ୍ୟ ସାରା ଏହି ବେଡ଼ ପ୍ରଦାନ କାର୍ଯ୍ୟକ୍ରମକୁ ଚାଲୁ ରଖିବେ ବୋଲି କହିଥିଲେ କମ୍ପାନୀର କର୍ମକର୍ତା | ବେଡ଼ ପ୍ରଦାନ ସମୟରେ ଭଦ୍ରକ ମୁଖ୍ୟଚିକିତ୍ସାଳୟର ଚିକିତ୍ସାଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ |
Next Post
ଅଣ୍ଡାର କେଉଁ ଅଂଶ ଶରୀର ପାଇଁ କ୍ଷତିକାରକ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ...
Sun Jul 4 , 2021
ବାସ୍ତବବ୍ୟୁରୋ:(ରିସର୍ଚ୍ଚ ଟିମ)ଶୀତ ଆସିବା ସହିତ ଅଣ୍ଡାର ଚାହିଦା ବଢିଯାଏ |ହେଲେ ଏବେ ଶୀତ ହେଉବା ଖରା ଅଣ୍ଡା ର ଚାହିଦା ବଢି ବଢି ଚାଲିଛି ଟିଭି ଖୋଲିଲେ ଅଣ୍ଡା ର ପ୍ରମୋସନ “ସଣ୍ଡେ ହେଉବା ମଣ୍ଡେ ରୋଜ ଖାଅ ଅଂଡେ” |ଶୀତଦିନେ, ଅଣ୍ଡା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ,ତେଣୁ ଲୋକମାନେ ଅଣ୍ଡା ବହୁତ ବ୍ୟବହାର କରନ୍ତି | ଲୋକମାନେ ପ୍ରଚୁର ପରିମାଣରେ ସିଝା ଅଣ୍ଡା ଏବଂ ଅଣ୍ଡା ତରକାରୀ […]

You May Like
-
5 years ago
ଆଜିର ଖାସ୍ ଖବର


