
ନବୀନ କୁମାର୍ ସାହୁ,(ଜଳେଶ୍ୱର) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ଜଳେଶ୍ୱର ବଜେପି ର ପକ୍ଷରୁ ବ୍ଲକ ସମ୍ଭୁଖରେ ରେ ଧାରଣା ଦିଆଯାଇଥିଲା।ଏହି ଧାରଣା ରେ ବାଲେଶ୍ଵର ବଜେପି ନେତ୍ରୀ ସିପ୍ରା ବାଜପାଇ, ମନୋଜ ସ।ସମଲ,ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ ସମେତ ବହୁ ବଜେପି କର୍ମୀ ଧାରଣା ବସିଥିଲେ।ଏହି ଅବସରରେ ଜଳେଶ୍ୱର ବି ଦି ଓ ଙ୍କୁ ତୁରନ୍ତ ତଦନ୍ତ କରିବା ପାଇଁ ଦାବି ପତ୍ର1 ଦେଇଥିଲେ।ଜଳେଶ୍ୱର ବି ଦି ଓ ଦୀପ୍ତି ରଞ୍ଜନ ସେଠିଙ୍କୁ, ପଚାରିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୌଣସି ଦୁର୍ନୀତି ହୋଇ ନାହିଁ ବୋଲି ମତ ପ୍ରକାଶ କରି ଥିଲେ ।