ଆଜିର ଖାସ୍ ଖବର

୧-ଭୁବନେଶ୍ୱରକୁ ମାଡ଼ି ଆସୁଛି ଜଳ ସଂକଟ। ଭୂତଳ ଜଳସ୍ତର ୪ ମିଟର ଖସିଲା।

୨-ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ତାଗିଦ; ୩ ଦିନ ଭିତରେ କ୍ୱାଟର୍ସ ଛାଡ଼।

୩-ଭୁବନେଶ୍ୱର:ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ଭିତରେ ଜୀବନ ରକ୍ଷା ପାଇଁ ମିଳିବ ମାଗଣା ଚିକିତ୍ସା।

୪-‘ମୋ ସରକାର’ ସତ୍ତ୍ୱେ ଏସ୍‌ସିବିର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିନି, ସବୁଠି ଅବ୍ୟବସ୍ଥା!

୫-ଥମିଲା ପ୍ରଚାର, ବିଜେପୁର ଛାଡ଼ିବାକୁ ବାହାର ନେତାଙ୍କୁ ସିଇଓଙ୍କ ନିର୍ଦ୍ଦେଶ, ୨୧ରେ ମତଦାନ।

୬-ଫେସ୍‌ବୁକ୍‌ରେ ଫେକ୍‌ ଆଇଡି, କଟକ ଡିସିପି କହି ଠକିନେଲେ ୭ ଲକ୍ଷ।

୭-ଜାମ୍ମୁ-କାଶ୍ମୀର ସୀମାରେ ଥିବା ସମସ୍ତ ଜବାନ ପିନ୍ଧିବେ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ।

୮-ନାଗାଲାଣ୍ଡର ଅଲଗା ପତାକା ଓ ସମ୍ବିଧାନ ମଞ୍ଜୁର ନୁହଁ: କେନ୍ଦ୍ର ସରକାର।

୯-ଚର୍ଚ୍ଚିତ ଭିଏଲଡବ୍ଲୁ ସ୍ମିତାରାଣୀ ମୃତ୍ୟୁ ମାମଲା, ସରପଞ୍ଚଙ୍କ ସ୍ୱାମୀ ଗିରଫ, ଥିଲା ଅନୈତିକ ସଂପର୍କ।

୧୦-ବହୁ ଚର୍ଚ୍ଚିତ ସୋ କୌନ ବନେଗା କରୋଡ୍‌ପତିରେ ୨୨ ତାରିଖରେ ନଜର ଆସିବେ ଦୌଡ଼ରାଣୀ ଦୂତି ଚାନ୍ଦ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସ୍ପୋର୍ଟ୍ସ ପର୍ସନ ଅଫ ଦି ଇୟର...ଓଡ଼ିଆ ଝିଅ ଦୂତି ଚାନ୍ଦ

Sun Oct 20 , 2019
ବାସ୍ତବ ବ୍ୟୁରୋ : ଗତକାଲି ମୁମ୍ବାଇରେ ଆୟୋଜିତ ହାଇ ପ୍ରୋଫାଇଲ ଆୱାର୍ଡ ଉତ୍ସବରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ଆଉ ଏକ ସମ୍ମାନ ମିଳିଛି | ଭୋଗୁଏ ପକ୍ଷରୁ ଦୂତିଙ୍କୁ ଚଳିତବର୍ଷର ସ୍ପୋର୍ଟ୍ସ ପର୍ସନ ଅଫ ଦି ଇୟର ସମ୍ମାନରେ ସମ୍ମାନିତ କରାଯାଇଛି | ଲମ୍ବା ସମୟ ଧରି କ୍ରୀଡା କ୍ଷେତ୍ରରେ ତାଙ୍କ ସଫଳତା ଓ ସଂଘର୍ଷ ପାଇଁ ଏ ସମ୍ମାନ ପ୍ରଦାନ କରାଯାଇଛି | ସେହିପରି ଭୋଗ ମ୍ୟାନ […]

You May Like

Pin It on Pinterest