ଶିଶୁ ହତ୍ୟାକାରୀ କୁ ଫାଶୀଦଣ୍ଡ ଦାବି କଲେ ଥାନା ଆଗରେ ଧାରଣା ଦେଲେ ଶତାଧିକ ଗ୍ରାମବାସୀ

ମାଲକାନଗିରି: ପୃବ ଶତ୍ରୁତାକୁ କେନ୍ଦ୍ର କରି ଏମ ଭି ୧୯ ଗ୍ରାମରେ ୫ ବର୍ଷ ର ଶିଶୁ ପୁତ୍ର କୁ ହତ୍ୟା ଘଟଣାରେ ହତ୍ୟାକାରୀ ବିକାଶ ରାୟ କୁ ଫାଶୀଦଣ୍ଡ ଦେବାକୁ ଦାବି କରି ମାଲକାନଗିରି ସଦର ଥାନା ରେ ପହଞ୍ଚିଲେ ଏମ ଭି ୧୯ ଗ୍ରାମର ଶତାଧିକ ଗ୍ରାମବାସୀ । ପ୍ରକାଶ ଥାଉକି ଅଭିଯୁକ୍ତ ବିକାଶ ରାୟ ଯେକି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୫ ବର୍ଷ ର ଶିଶୁ ଅଙ୍କିତ ମଣ୍ଡଳ କୁ ହତ୍ୟା କରି ନିଜ ଘରେ ଲୁଚାଇଥିଲା । ଏମ ଭି ୧୯ ଗ୍ରାମ ର ଶତାଧିକ ଲୋକ ସଦର ଥାନାରେ ପହଞ୍ଚି ଅଭିଯୁକ୍ତ କୁ କୋଠର ଦଣ୍ଡାଦେଶ ଦାବି କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦା ମାଗିବା ସାମ୍ବାଦ ଦାତାଙ୍କ ପାଁଇ ମହଙ୍ଗା ପଡିଲା...

Mon Aug 2 , 2021
ନିଶ୍ଚିନ୍ତ କୋଇଲି: ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିତକୋଇଲି ଥାନା କଟିକଟା ବଜ଼ାର ରେ ଗତ ଶୁକ୍ରବାର ରାତିରେ ତଥାଗତିତ ଦବଙ୍ଗ ସାମ୍ବାଦିକ, ଫୋକଶ ପ୍ଲସ ର ନିଶ୍ଚିତକୋଇଲି ବ୍ଲକ ପ୍ରତିନଧି ସପ୍ତଜିତ ରାଉଳ | କଟିକଟା ବଜ଼ାର ର ଏକାଧିକ ଦୋକାନୀ ମାନଙ୍କୁ ଧମକ ଚମକ ଦେବା ସହ ଅଶାଳିନ ଭାଷାରେ ଗାଳି ଗୁଲଜ କରିବା ସହ ଦୋକାନୀ ମାନଙ୍କ ଠାରୁ ବିଭିନ୍ନ ଜିନିଷ ନେଇ ପଇସା ଦେଇନଥିଲେ […]

You May Like

Pin It on Pinterest