କଟକ ବଡ଼ ମେଡ଼ିକାଲରେ ଅବହେଳାରୁ କୋଭିଡ୍ ୱାର୍ଡରେ ବୃଦ୍ଧଙ୍କ ମୃତ୍ୟୁ…

କଟକ:(ଦୀପକ୍ କୁମାର ବେଉରା)କଟକ ବଡ଼ ମେଡ଼ିକାଲ କୋଭିଡ ୱାର୍ଡରେ ବୃଦ୍ଧଙ୍କ ମୃତ୍ୟୁ । ଏପରି ଅଭିଯୋଗ ଆସିଛି କଟକ ବଡ ମେଡିକାଲର କୋଭିଡ ଓ୍ବାର୍ଡରୁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରୋଗୀ ପ୍ରତି ଅବହେଳା ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲ କୋଭିଡ ଓ୍ବାର୍ଡରେ ରୋଗୀ ପାଇଖାନାକୁ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକ ହେଉଛନ୍ତି ପରମହଂସ ପଞ୍ଚାୟତ ରାଜହଂସ ଗାଁର ଧୃବ ଚରଣ ବେହେରା । ଗୋଟିଏ ଦିନ ପୂର୍ବରୁ SCB କୋଭିଡ ଓ୍ବାର୍ଡରେ ସେ ଭର୍ତ୍ତି ହୋଇଥିଲେ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପାଣିରେ ବୁଡି ଶ୍ରମିକଙ୍କ ପ୍ରାଣହାନୀ...

Wed Aug 4 , 2021
ଚୌଦ୍ୱାର:(ଦୀପକ୍ କୁମାର ବେଉରା)ଟାଙ୍ଗୀ ଚୌଦ୍ବାର ବ୍ଲକ୍ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବୁଧବାର ଅପରାହ୍ନରେ ପାଣିରେ ବୁଡ଼ି ଟାଙ୍ଗୀ-ଚୌଦ୍ୱାର ବ୍ଲକ ଉଚ୍ଚପଦା ପଞ୍ଚାୟତ ତଥା ଟାଙ୍ଗୀଥାନା ଅନ୍ତର୍ଗତ ମଣିଆ ଗ୍ରାମର ଜଣେ ଶ୍ରମିକ ପ୍ରାଣ ହରାଇଛନ୍ତି । ମୃତ ଶ୍ରମିକ ଜଣକ ହେଲେ ସ୍ଥାନୀୟ ଶବରପଲ୍ଲୀର ଗ୍ରାମ ର ଅଶୋକ ଦେହୁରୀ ଓରଫ ବହ୍ଲା(୫୦) ।ଅଶୋକ ଶୌଚ ନିମନ୍ତେ ଗ୍ରାମ ନିକଟସ୍ଥ ପଥର ଖାଦାନକୁ ଯାଇଥିବା ସମୟରେ […]

You May Like

Pin It on Pinterest