ଯୁବ ସମାଜସେବୀ ତଥା କ୍ରିକେଟର ଙ୍କ ଆତ୍ମାର ସଦ୍ଗତୀ ନିମନ୍ତେ କ୍ୟାଣ୍ଡେଲ୍ ଶୋଭାଯାତ୍ରା..

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୭/୦୮/୨୦୨୧-ଯୁବସମାଜସେବୀ ତଥା କ୍ରିକେଟର ସ୍ବର୍ଗତ ଉପେନ୍ଦ୍ର ପରିଡାଙ୍କୁ ମୃତ୍ୟୁ ବେଳକୁ ୨୭ ବର୍ଷ ବୟସ ହୋଇଥିଲା, ସ୍ବର୍ଗତ ପରିଡା ଅଜଣା ରୋଗ ରେ ପୀଡିତ ହୋଇ କଟକ ରେ ଏକ ଘରୋଇ ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ଅବସ୍ଥା ରେ ତାଙ୍କ ର ଗତ ଦୁଇଦିନ ହେବ ଦେହାନ୍ତ ହୋଇଥିଲା ,ସ୍ବର୍ଗତ ପରିଡାଙ୍କ ଦେହାନ୍ତ ଖବର ଶୁଣି ବା ପରେ ସାରା ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଥିଲା

ମରଶରିର କୁ ନିଜ ଗାଁ କୁ ଅଣାଯାଇଥିଲା ,ଅମର ଆତ୍ମା ର ସଦ୍ ଗତି ନିମନ୍ତେ ନିଜ ଗାଁ ଭାଟପଡା ପଞ୍ଚାୟତ ନାଉଗୋରଡା ଗାଁ ର ସୁରେନ୍ଦ୍ର ବାରିକ, ମିଥୁନ ପଣ୍ଡା, ଅକ୍ଷୟ ବାରିକ, ମିକିରାଉଳ, ଆକାଶ ସାହୁ, ବିଶ୍ବମୋହନ ରାଉତ, ବବୁଲ ସାହୁଙ୍କ ଅଧ୍ୟକ୍ଷତାରେ ଶତାଧିକ ଯୁବକ ଓ ବୁଦ୍ଧିଜୀବୀ ମାନେ ମିଶି ଏକ କେଣ୍ଡଲ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରିବା ପରେ ଛକନିକଟରେ ଥିବା ବଜରଙ୍ଗବାଲି ଙ୍କ ପ୍ରତିମୂର୍ତ୍ତି ନିକଟରେ ନୀରବ ପ୍ରାର୍ଥନା କରିବାସହ ଦ୍ବୀପ ଦାନ କରାଯାଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିରଞ୍ଚିନାରାୟଣ ସାହୁଙ୍କ ପତ୍ନୀଙ୍କୁ ମିଳିଲା ଆଗୁଆ ଜାମିନ...

Tue Aug 17 , 2021
କଟକ:(ଦୀପକ୍ କୁମାର ବେଉରା) OSSC କର୍ମଚାରୀ ବିରଞ୍ଚି ସାହୁଙ୍କ ପତ୍ନୀଙ୍କୁ ମିଳିଲା ଆଗୁଆ ଜାମିନ । ଜାମିନ ମଞ୍ଜୁର କଲେ ମାନ୍ୟବର ହାଇକୋର୍ଟ । ତଦନ୍ତରେ ସହଯୋଗ କରିବା ଲାଗି ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ତେବେ ପ୍ରଥମେ ବିରଞ୍ଚି ଙ୍କ ସଢୁଙ୍କ ଆଗୁଆ ଜାମିନ ଆବେଦନ ପରେ, ବିରଞ୍ଚିଙ୍କ ପତ୍ନୀ ଜାମିନ ଆବେଦନ କରିଥିଲେ । ପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ […]

You May Like

Pin It on Pinterest