କଙ୍ଗାରୁ କୋର୍ଟର କରୁଣ ପରିଣତି ନ୍ୟାୟ ନମିଳିଲେ ମୁଖ୍ୟମନ୍ତ୍ରୀ ଆବାସ ଆଗରେ ଦେବେ ଆତ୍ମାହୁତି…

ନବୀନ କୁମାର ସାହୁ(ଜଳେଶ୍ୱର) କଙ୍ଗାରୁ କୋର୍ଟ ର କରୁଣ ପରିଣତି। ପରିଣତ ବୟସରେ ନ୍ୟାୟପାଇଁ ସ୍ଥାନୀୟ ସରପଞ୍ଚ ଠୁ ଆରମ୍ଭ କରି, ଥାନା ,ପୋଲିସ, ଏସ୍ପି,ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ , ମାନବ ଅଧିକାର କମିଶନର ଙ୍କୁ ଅବଗତ କରାଇ ନୟାନ୍ତ ହୋଇପଡି ଲେଣି ଏହି ଅସହାୟ ବୃଦ୍ଧ ଦମ୍ପତି। ସରକାର ଓ ପୋଲିସ, ପ୍ରଶାଶନ କୁ ଅବଗତ କରରାଇ ନ୍ୟାୟ ନମିଳିବାରୁ,ନ୍ୟାୟ ବ୍ୟବସ୍ଥା ଉପରୁ ଭରଷା ଉଠି ଯାଉଛି। ଆଉ ନ୍ୟାୟ ନମିଳିଲେ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଦେବେ ବୋଲି ,ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏହି ଘଟଣାଟି ହେଉଛି ବାଲେଶ୍ୱର ଜିଲ୍ଲା, ବାଲିଆପାଳ ଥାନା, ଶ୍ରୀରାମପୁର ପଞ୍ଚାୟତ ନେପୁରା ଗ୍ରାମର। ଏକ ଅସହାୟ ବୃଦ୍ଧ ଦମ୍ପତିଙ୍କୁ, ଜ୍ୱାଇଁ ର ହତ୍ୟା ସନ୍ଦେହରେ ସାମିଲ ଥିବା ସନ୍ଦେହ କରି, ସେହି ଗାଁରେ ଥିବା ଜ୍ୱାଇଁ ଘରଲୋକେ ଓ ସମର୍ଥକ, ଶାରୀରିକ ମାନସିକ ନିର୍ଯାତନା ଦେଇ ,ଏକ ଘରିଆ କରିଦେଇଛନ୍ତି। ଆଉ ବୃଦ୍ଧ ଦମ୍ପତି, ଜୀବନ ବିକଳରେ ଘରଦ୍ୱାର,ଜମିବାଡ଼ି ଛାଡି, ଭଡା ଘରେ ରହୁଛନ୍ତ,ଏମିତିକି ଦୀର୍ଘଦିନ ହେବ ରାଶନ ମଧ୍ୟ ପାଇପାରି ନାହାନ୍ତି ।

ଏନେଇ ସ୍ଥାନୀୟ ପୋଲିସ ,ସରକାର ଓ ପ୍ରଶାଶନ ନିକଟରେ ଗୁହାରି କରିଲେବି, ତାଙ୍କୁ ସରକାର କି ପ୍ରଶାଶନ, ସୁରକ୍ଷା କି ନ୍ୟାୟ ଦେଇ ପାରିନାହାନ୍ତି । ଏକଥା ଆମେ କହୁନୁ, ଏହି ବୃଦ୍ଧ ଅସହାୟ ଦମ୍ପତି, କହୁଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶିଶୁ ଯୌନ ଉତ୍ପୀଡନ ମାମଲା ରୋକିବା ପାଇଁ ତାଲିମ ଶିବିର...

Thu Aug 19 , 2021
ନନ୍ଦିନୀ ପ୍ରଧାନ(ସମ୍ବଲପୁର)ସମ୍ବଲପୁର ଠାରେ ଶିଶୁ ଯୈ।ଡ ଉତ୍ପିଡନ ମାମଳା ରୋକିବା ପାଇଁ କାଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ସଂଗଠନ ମାନଙ୍କୁ ନେଇ ବିଶେଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିର ରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଜେଜେବି ସଭ୍ୟ ମାନଙ୍କୁ କିଭଳି ସେମାନଙ୍କ କାଯ୍ୟଦକ୍ଷତା ବୄଦ୍ଧି କରାଯିବ । ସେନେଇ ବିଶେଷ ଆଳୋଚନା କରାଯିବା ସହ ତାଲିମ ଦିଆଯାଇଥିଲା । ସମ୍ବଲପୁର […]

You May Like

Pin It on Pinterest