ଚାନ୍ଦବାଲି ବ୍ଲକ ଧାମରା ଜାଗୁଳା ପଞ୍ଚାୟତରେ କାଉ ସଡ଼କ ବାର୍ଡଫ୍ଲୁ ଆଶଙ୍କା…

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି,) ୨୩/୦୮/୨୦୨୧। ଆଙ୍କର-ଚାନ୍ଦବାଲି ବ୍ଲକ ଧାମରା ଜାଗୁଳା ପଂଚାୟତରେ ତାରିଣୀ ଛକରେ କାଉ ମଡ଼କ ଦେଖିବାକୁ ମିଳିଛି, ଅଧିକାଂଶ ସ୍ଥାନରେ କାଉ ଗୁଡିକ ମରି ପଡିବା ନେଇ ସ୍ଥାନୀୟ ବାସୀ ଧାମରା ପଶୁ ସମ୍ପଦ ବିଭାଗ ନିକଟରେ ଅଭିଯୋଗ କରଛନ୍ତି l କାଉ ମାନେ କୌଣସି ବିଷାକ୍ତ ଖାଦ୍ୟ ଖାଇଵା ଫଳରେ ମୃତ୍ୟୁ ହେବା କିମ୍ବା ଭୁତାଣୁ ଜନିତ କାରଣ ପାଇଁ ତାଙ୍କର ମୃତ୍ୟୁ ହେଉଛି ବୋଲି ସ୍ଥାନୀୟ ବାସୀ ପ୍ରକାଶ କରଛନ୍ତି l

ଅଭିଯୋଗ ପାଇବା ପରେ ଧାମରା ପଶୁ ସମ୍ପଦ ଅଧିକାରୀ କାଉ ମାନଙ୍କର ରକ୍ତ ସଂଗ୍ରହ କରବା ରିପୋର୍ଟ ପାଇଁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ପଠାଇଵା ସହ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାନବିକତାର ନିଛକ ଉଦାହରଣ ଖାକି'ର ଖୋଳପା ଭିତରେ ଦରଦି ମଣିଷ ସମିତା ମିଶ୍ର...

Mon Aug 23 , 2021
ଦେବାଶିଷ ମିଶ୍ର (କଟକ)ଏବେ ବି ବଞ୍ଚିଛି ମାନବିକତା, ପୋଲିସ୍ ର ବର୍ଦି ଲୋକଙ୍କ ମନରେ ଭୟ ସୃଷ୍ଟି କରେ । ସମସ୍ତଙ୍କ ମନରେ ଗୋଟିଏ ଭାବନା ପୋଲିସ୍ ବାଲାଙ୍କ ହୃଦୟ ନାହିଁ, ହେଲେ ସେ’ବି ମଣିଷ ସେ’ବି ଅନ୍ୟର ଦୁଃଖରେ ଲୁହ ଝରାନ୍ତି, ଅନେକ କୁହନ୍ତି ପୋଲିସ୍ ନେଇ ଶିଖିଛି ଦେଇ ଶିଖିନି । ପୋଲିସ୍ କୁ କିଏ କୋଉ ଦୃଷ୍ଟି ରେ ଦେଖୁଥିବା ବେଳେ ଭୁବନେଶ୍ଵର ଇନ୍ଫୋସିଟି ଥାନା […]

You May Like

Pin It on Pinterest