ଭଦ୍ରକ ଜିଲ୍ଲା ସିଡିପିଓଙ୍କ କାର୍ଯ୍ୟାଳୟର ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଚଢାଉ…

ବବିତା ସାମଲ(ଭଦ୍ରକ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ରେଡ଼ ଭିଜିଲାନ୍ସ ର 4ଗୋଟି ଟିମ ଚଢ଼ାଉ କରିବା ସହ କାଗଜପତ୍ର ଯାଞ୍ଚ କରୁଛି ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ସିଡିପିଓ କାର୍ଯ୍ୟାଳୟ ର ସୁପର ଭାଇଜର ଙ୍କ ଘରେ ଚଢ଼ାଉ ହୋଇଛି ସୁପରଭାଇଜର ହେଉଛନ୍ତି ମଲ୍ଲିଲତା ଦାସ ତେବେ ଭଦ୍ରକ ସହର ର ଆରଡ଼ି ଛକ ସ୍ଥିତ ବାସଭବନ ସହ ଆମ୍ୱରୋଲୀ ସ୍ଥିତ ଗାଁ ରେ ଭିଜିଲାନ୍ସ ଚଢ଼ାଉ କରୁଛି ଭଦ୍ରକ ସିଡିପିଓ ଙ୍କ କାର୍ଯ୍ୟାଳୟ ରେ ମଧ୍ୟ ଭିଜିଲାନ୍ସ ର ଗୋଟିଏ ଟିମ ଚଢ଼ାଉ କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିବା ସୂଚନା ମିଳିଛି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଟିଙ୍ଗିପଦର ଠାରେ ବାଘଛାଲ ଜବତ...

Tue Aug 24 , 2021
ଦିପକ ସାହୁ(କଳାହାଣ୍ଡି) ଟିଙ୍ଗିପଦର ଠାରେ ଏକ ବାଘ ଛାଲ ଜବତ କଲେ କେଗାଁ ବନ ବିଭାଗ, ବିକ୍ରି କରୁଥିବା ଲୋକ ମଧ୍ୟ ପ୍ରଦେଶ ର ବୋଲି ଜଣାପଡିଛି। କଳାହାଣ୍ଡି ଜିଲା ଉତ୍ତର ବନ ଖଣ୍ଡ ଅଧିନ କେଗାଁ ରେଞ୍ଜ୍ ଅଧିନ ଟିଙ୍ଗିପଦର ଠାରେ ଏକ ବାଘ ଛାଳ ଓ ବାଘ ନଖ କୁ ଜବତ କରିଛି କେଗାଁ ବନ ବିଭାଗ । ଟିଙ୍ଗିପଦର ଠାରେ ବିକ୍ରି କରୁଥିବା ବେଳେ କୌଣସି […]

You May Like

Breaking News

Pin It on Pinterest