ମାଲକାନଗିରି ଗୌଡଗୁଡାରେ ବିଜୁସ୍ମାର୍ଟ କାର୍ଡ ବଣ୍ଟନ….

ପ୍ରଭାତ ସାହା(ମାଲକାନଗିରି)ଆଜି ୫ମଁ ଦିନରେ ମାଲକାନଗିରି ବ୍ଳକର ଗୌଡ଼ ଗୁଡା ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ହିତାଧିକାରୀ ଙ୍କୁ ଵିଜୁ ସ୍ଵସ୍ଥ୍ୟକଲ୍ୟାଣ ଡିଜିଟାଲ ସ୍ମାର୍ଟକାର୍ଡ଼ ବଣ୍ଟନ କରାଯାଇଛି ।

ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ମନ୍ତ୍ରୀ,ଓଡିଶା ସରକାର ଶ୍ରୀମତୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସଂନ୍ମନୀତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ମାଲକାନଗିରି ବ୍ଳକ ଚେର୍ମେନ୍ନ ଅକ୍ଷୟ ନାୟକ, ଜିଲ୍ଲା ଯୁବ ଜନତା ଦଳ ସଭାପତି ଆଡ଼ମା ରାବା,ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ ସମେତ ଜିଲ୍ଲା ପରିଷଧ ମେମ୍ବର, ସମିତି ସଭ୍ୟ, ସରପଞ୍ଚ ପ୍ରମୁଖଙ୍କ ଉପସ୍ତିତିରେ,ବିଜୁ ସ୍ୱାସ୍ଥ କଲ୍ୟାଣ ଯୋଜନା ମାଧ୍ୟମରେ ଏହି ସବୁ ଡିଜିଟାଲ ସ୍ମାର୍ଟକାର୍ଡ଼ ବଣ୍ଟନ କରିଯାଇଛି ।

ମାନ୍ୟବର ମୂଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ଯୋଜନାଙ୍କୁ ମାନ୍ୟବର ମନ୍ତ୍ରୀ ସମେତ ଅତିଥି ମାନେ ଵହୁତ ଵହୁତ ପ୍ରଶ°ସା କରିଥିଲେ। ଜନସାଧାରଣ ଓ ହିତାଧିକାରୀଙ୍କ ମନରେ ଏକ ସୁସ୍ଥ ଜିବନ ବଞ୍ଚିବାର ଆଶା ସ°ଚାରଣ ହେଵା ସହ ଚିକିତ୍ସା କ୍ଷେତ୍ରରେ ହେଇଥିବା ଐତିହାସିକ ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି । ଏଥିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଡାଲ ଅଧିକାରୀ ଉପସ୍ଥିତ ରହି କାର୍ଡ଼ ଵଣ୍ଟନ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ, ତାପସ ରଞ୍ଜନ ନାୟକ, ବିଭାନ୍ସୁ ସାମଲ, ଯୋଗ ଦେଇ କାର୍ଯ୍ୟକ୍ରମଟି କୁ ସୁଫଳ କରିଵା ସହ ମୁଖ୍ୟମନ୍ତ୍ରୀ ଙ୍କ ଗୁଣଗାନ କରି ଥିଲେ । ଏହି କାର୍ଯ୍ୟକ୍ରମ ପରେ ଗୌଡ଼ ଗୁଡା ପଞ୍ଚାୟତ ରେ ସ୍ୱାସ୍ଥ୍ୟ କାର୍ଡ ପାଇ ହିତାଧିକାରୀ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣେଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଡ଼ିଓଙ୍କୁ ଘେରିଲେ ମିଶନର ଶକ୍ତିର ମହିଳା ଗୋଷ୍ଠୀ...

Wed Aug 25 , 2021
ଦୀପକ କୁମାର ସାହୁ(କଳାହାଣ୍ଡି) ଗୋଲାମୁଣ୍ଡା ବ୍ଲକ ରେ ନୀତିଦିନ କିଛି ନା କିଛି ଦୁର୍ନୀତି ର ଅଭିଯୋଗ ହୋଇ ଆସୁଛି l ଏହି ବ୍ଲକ ର ଜନ ସାଧାରଣ ତଥା ପଛୁଆ ଅଂଚଳ ହୋଇ ଥିବାରୁ ଏହି ବ୍ଲକ ର ସରକାରୀ କର୍ମଚାରି ଲୋକଙ୍କୁ ଭକୁଆ ବନାଇ ସରକାର ଙ୍କ ବିଭିନ୍ନ ଯୋଜନା କୁ ନିଜ ମନମୁଖୀ ଭାବେ କାର୍ଯ୍ୟ କରି ଚାଲିଛନ୍ତି l ଏଠିକାର ବିଭିନ୍ନ ଯୋଜନା ରୁ […]

You May Like

Pin It on Pinterest