ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତିଙ୍କ ଭଦ୍ରକ କୋର୍ଟ ଗସ୍ତ…

ବବିତା ସାମଲ(ଭଦ୍ରକ)ଭଦ୍ରକ କୁ ଆଜି ଉଚ୍ଚନ୍ୟାୟାଳୟ ମୁଖ୍ୟବିଚାର ପତି ଏସ ମୁରଲୀଧର ଙ୍କ ଗସ୍ତ କରିଛନ୍ତି ,ଗତକାଲି ବାଲେଶ୍ୱର କୋର୍ଟ ପରିଦର୍ଶନ ପରେ ଆଜି ଭଦ୍ରକ ଜିଲ୍ଲା ରେ କୋର୍ଟ ପରିଦର୍ଶନ ଓ ଅଭିଲେଖ କକ୍ଷ ଯାଞ୍ଚ କରିଥିଲେ ମୁଖ୍ୟ ବିଚାରପତି ଏସ ମୁରଲୀଧର,ଏବେ ସମସ୍ତ ଜୁଡିସିଆଲ କୋର୍ଟରେ ରେ ଇ ଫାଇଲିଙ୍ଗ ସୁବିଧା ଉପଲବ୍ଧ ହେବ,

ସେଥି ନିମନ୍ତେ ଓଡିଶା ହାଇ କୋର୍ଟ ମୁଖ୍ୟ ବିଚାରପତି ଶ୍ରୀ ଏସ ମୁରଲୀଧର ଆଜି ଭଦ୍ରକ ଜିଲ୍ଲା କୋର୍ଟ ଗସ୍ତରେ ଆସି ଏ ସମ୍ବନ୍ଧରେ ଭଦ୍ରକ ବାର ଆସୋସିଏସନ ସହ ଆଲୋଚନା କରିବା ସହ କୋର୍ଟର ବିଚାର ବିଭାଗୀୟ କର୍ମଚାରୀଙ୍କ ସହ ବିଭିନ୍ନ ସମସ୍ୟା କୁ ବୁଝିଥିଲେ।ଏହି ସଭାରେ ଭଦ୍ରକ ଜିଲ୍ଲା ଜଜ ଶିଶିର କୁମାର ରଥ, ଭଦ୍ରକ ବାର ଆସୋସିଏସନ ର ସଭାପତି ଦିଲ୍ଲୀପ କୁମାର ମହାପାତ୍ର, ସମ୍ପାଦକ ଜିତେନ୍ଦ୍ର କୁମାର ପଣ୍ଡା, ଆଇନଜୀବୀ ସୂର୍ଯ୍ୟକାନ୍ତ କୁଅଁର, ବିଷ୍ଣୁବ୍ରତ ବିଶ୍ୱାଳ, ରୁଦ୍ରକାନ୍ତ ରାଉତରାୟ ଙ୍କ ସହ ବହୁ ବରିଷ୍ଠ ଓ କନିଷ୍ଠ ଓକିଲ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ

Sun Aug 29 , 2021
ବବିତା ସାମଲ(ଭଦ୍ରକ) ଆଜି ରାଜ୍ୟ ବିଜେପି ସଂଖ୍ୟାଲଘୁ ଆଜି ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ର ରାଜ୍ୟ ସଭାପତି ଓ ଉପ ସଭାପତି ଏକ ପ୍ରେସମିଟ କରିବା ସହିତ ଭଦ୍ରକ ର ବହୁ ସଂଖ୍ୟାଲଘୁଙ୍କୁ ନେଇ ଏକ ବୈଠକ କରିଛନ୍ତି l ପ୍ରେସମିଟ ରେ ନବୀନ ସରକାର ଙ୍କ ଉପରେ ବର୍ଷିଲେଥିଲେ ରାଜ୍ୟ ସଭାପତି l ପ୍ରଧାନମନ୍ତ୍ରୀ ସଂଖ୍ୟାଲଘୁଙ୍କ ପାଇଁ ବହୁ ଯୋଜନା ଓଡ଼ିଶା […]

You May Like

Pin It on Pinterest