ଢେଙ୍କାନାଳ-ହଳଦିଆ ବାହାଳ ଅଞ୍ଚଳରେ ଜାତୀୟ ରାଜପଥରେ ହାତୀପଲ…

ଦୁଃଶାସନ ପୃଷ୍ଟି(ଢ଼େଙ୍କାନାଳ):ହଳଦିଆ ବାହାଳ ଅଞ୍ଚଳରେ ଜାତୀୟ ରାଜପଥରେ ହାତୀପଲ ।ବହୁ ସମୟ ଧରି ହାତୀ ପଲ ରାସ୍ତା ପାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।୩୨ଟି ହାତୀ ଦଳ ଆଜି ରାସ୍ତା ଅତିକ୍ରମ କରୁଥିବା ବେଳେ କିଛି ସମୟ ପାଇଁ ରାସ୍ତାର ଯାନବାହାନ ଚଳା ଚଳ ଠପ ହୋଇଯାଇଥିଲା।ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟକଯାନବାହାନ,ବହୁସମୟ ଧରି ଅଟକି ରହିଥିଲା |

ଶେଷରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ହାତୀମାନଙ୍କୁ ଘଉଡାଇବା ପାଇଁ ଉଦ୍ୟମ ରଖିଥିଲେ। ଏହି ହାତୀ ପଲ ଗତ କିଛି ଦିନ ହେବ ଆଖପାଖ ଅଞ୍ଚଳରେ ଫସଲ ନଷ୍ଟ କରିବା ସହ ଉତ୍ପାତ ରଚାଉଛନ୍ତି । ସୂଚନା ଅନୁଯାଇ ଏବେ ସମ୍ପୃକ୍ତ ହାତୀପଲ ନିକଟସ୍ଥ ନିମିଧା ଜଙ୍ଗଲ ଅଞ୍ଚଳରେ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Sep 29 , 2021
ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୬୫ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୯୨କୁ ବୃଦ୍ଧି ପାଇଛି । ୫୬୫ ସଂକ୍ରମିତଙ୍କ ମଧ୍ୟରୁ ୬୩ ଜଣ ୧୮ ବର୍ଷରୁ କମ୍ ବର୍ଗର। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୫୮୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୫୧୩ଟି ଆକ୍ଟିଭ୍‌ କେସ୍‌ […]

You May Like

Pin It on Pinterest