ଶ୍ରୀକ୍ରିଷ୍ଣା ଇଣ୍ଟର ନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଡ଼.ସ୍ୱରୂପାନନ୍ଦ ମିଶ୍ରଙ୍କୁ “ଶିକ୍ଷା ପଦ୍ମ ସମ୍ମାନ”….

ବାସ୍ତବ ବ୍ୟୁରୋ: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଚଣ୍ଡୀଗଡ ସ୍ଥିତ ଆନେ’ସ ସ୍କୁଲ ରେ ଅଲ ଇଣ୍ଡିଆ ପ୍ରିନ୍ସିପାଲ ଆସୋସିଏସନର ବାର୍ଷିକ କନଭେନସନ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ସାରା ଭାରତରୁ ପ୍ରାୟ ୨୦୦୦ରୁ ଅଧିକ ଘରୋଇ ସ୍କୁଲର ପ୍ରିନ୍ସିପାଲ ଭାଗ ନେଇଥିଲେ ।

ଏହି ଅବସରରେ,ନିଜର କାର୍ଯ୍ୟ ଦକ୍ଷତାର ସଠିକ ଉପଯୋଗୀତା ଓ ନିଜ ଅନୁଷ୍ଠାନର ପରିଚାଳନା,ଛାତ୍ର ଛାତ୍ରୀ ମାନଙ୍କର ଜ୍ଞାନର ବିକାଶରେ,ଉନ୍ନତ ଫଳାଫଳ କୁ ନଜରରେ ରଖି ୨୦୦୦ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ମାନଙ୍କ ମଧ୍ୟରୁ ୪୫୦ ଜଣଙ୍କୁ “ଶିକ୍ଷା ପଦ୍ମ ସମ୍ମାନ” ପୁରସ୍କାର ରେ ପୁରସ୍କୃତ କରାଯାଇଥିଲା ।ଓଡିଶା ପାଇଁ ଖୁସିଖବର ଭୁବନେଶ୍ୱରସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟର ନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଡ଼.ସ୍ୱରୂପାନନ୍ଦ ମିଶ୍ର ଶିକ୍ଷା ପଦ୍ମ ସମ୍ମାନରେ ପୁରସ୍କୃତ ହୋଇଛନ୍ତି ।ଏ ଖବାର ମିଳିବାପରେ ଶ୍ରୀକ୍ରିଷ୍ଣା ଇଣ୍ଟର ନ୍ୟାସନାଲ ସ୍କୁଲ ରେ ଖୁସିର ଲହର ଖେଳିଯାଇଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପିପିଲି ନିର୍ବାଚନ ମଣ୍ଡଳୀରେ ପୁଣି ବିଜେଡି ରାଜ୍ ବାଜି ମାରିଲେ ଜୁନିୟର ମହାରଥୀ...

Sun Oct 3 , 2021
ବାସ୍ତବବ୍ୟୁରୋ:ପିପିଲି ନିର୍ବାଚନ ମଣ୍ଡଳୀରେ ପୁଣି ବିଜେଡି ରାଜ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି,ପ୍ରଦୀପ ମହାରଥୀଙ୍କ ବିଜେଡି ଗଡ଼ ପିପିଲି ନିର୍ବାଚନ ମଣ୍ଡଳୀକୁ ହାତକୁ ନେଲେ ଜୁନିୟର ମହାରଥୀ ରୁଦ୍ର। ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୨୦, ୬୦୭ ହଜାର ଭୋଟ୍‌ରେ ନିଜର ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ଅଧିକ ଭୋଟ ପାଇ ବାଜିମାତ କରିଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ […]

You May Like

Pin It on Pinterest