ଭିଜିଲାନ୍ସ ଜାଲରେ କେଉଁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡ ଇଞ୍ଜିନିୟର…

ବାସ୍ତବବ୍ୟୁରୋ(ଯାଜପୁର)-୯ /୧୦: ଭିଜିଲାନ୍ସ ଜାଲରେ କେଉଁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁ । ଶ୍ରୀ ସାହୁଙ୍କ ଠାରୁ ଭିଜିଲାନ୍ସ ନଗଦ ୧୦ ଲକ୍ଷ ଟଙ୍କା ଜବତ କରିଛି ।

ଇଞ୍ଜିନିୟର ସାହୁ । କେନ୍ଦୁଝରରୁ ନିଜ ଘର କଟକ ଆସୁଥିବା ସମୟରେ,କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଜାଲ ବିଛାଇ ଥିଲେ । ଯାଜପୁର ଏନସି କଲେଜ ନିକଟରେ ୧୦ ଲକ୍ଷ ଟଙ୍କା ସହ ତାଙ୍କୁ ଯାଜପୁର ଭିଜିଲାନ୍ସ ବିଭାଗ ସହ କଟକ ଭିଜିଲାନ୍ସ ଏସ୍ପି ଅକ୍ଷୟ ମିଶ୍ର କାବୁ କରିଥିବା ଜଣାପଡ଼ିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପାଟକୁରା ବିଧାୟିକା ଙ୍କ କରକମଳରେ ଆଦର୍ଶ ବିଦ୍ୟାଳୟର ଶୁଭ ଉଦ୍ଘାଟନ...

Sat Oct 9 , 2021
ଡେରାବିଶ (ଜୟନ୍ତ ଶତପଥୀ) ୯/୧୦-ଆଜୀ ଡେରାବିଶ ବ୍ଲକ କୁରୁଜଙ୍ଗା ପଂଚାୟତ ରେ ଆଦର୍ଶ ବିଦ୍ୟାଳୟ ଉଦଘାଟନ ହୋଇ ଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ପାଟକୁରା ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲ ମୁଖ୍ୟ ଅତିଥି ଓ ବିଧାୟିକାଙ୍କ ସୁପୁତ୍ର ରାଜ୍ୟ ବିଯୁଜନତା ଦଳ କାର୍ଯ୍ୟ କାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାଯ୍ୟ କୁରୁଜାଙ୍ଗ ସରପଞ୍ଚ ଚନ୍ଦ୍ରକାନ୍ତ ପ୍ରଧାନ, ଭବାନୀ […]

You May Like

Pin It on Pinterest