୧-2020ରେ ଘରୋଇ କର୍ମଚାରୀଙ୍କ ଦରମାରେ ହାରାହାରି 10 ପ୍ରତିଶତ ବୃଦ୍ଧି ହେବ।
୨-କଟକ ଏସ୍ସିବି ହେବ ଏମ୍ସ ପ୍ଲସ ହସ୍ପିଟାଲ୍, ଶଯ୍ୟା ସଂଖ୍ୟା ୩ହଜାରକୁ ବୃଦ୍ଧି, ଏକ ହଜାର କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର।
୩-ଦୁର୍ବଳ ହେବ ଭୀଷଣ ସାମୁଦ୍ରିକ ଝଡ ବୁଲ୍ବୁଲ୍ , ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମୁଦ୍ର ମଧ୍ୟରେ ନେବ ଅତି ଭୀଷଣ ଘୂର୍ଣ୍ଣିଝଡର ରୂପ।
୪-ଓଡ଼ିଶାରେ ‘ଠିକାରେ ଚାଷ’କୁ ମିଳିବ ଆଇନଗତ ମାନ୍ୟତା, ଆସିବ ବିଲ୍।
୫-ଝାରସୁଗୁଡ଼ା:ଜଙ୍ଗଲ ରାସ୍ତାରେ ପୁଲିସ ଓ ଅପରାଧୀ ମୁହାଁମୁହିଁ; ଏନ୍କାଉଣ୍ଟର୍ରେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ।
୬-ସହରାଞ୍ଚଳରେ ସମସ୍ତ ଗରିବଙ୍କୁ ମିଳିବ ଘର! ମାର୍ଚ୍ଚ ସୁଦ୍ଧା ୫ଲକ୍ଷ ପରିବାରକୁ ଜଳ ସଂଯୋଗ।
୭-ଟିକେଟ୍ କରି ମୋ ବସ୍ରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଅନେକ ଯାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍ଫି ନେଲେ।
୮-ଗୃହ ନିର୍ମାଣ କ୍ଷେତ୍ରକୁ ମୋଦୀ ସରକାରଙ୍କ ବଡ଼ ଆଶ୍ଵସ୍ତି, ମିଳିବ ୨୫ ହଜାର କୋଟି।
୯-ବାତ୍ୟା ନଜରରୁ ହଟିଲା ଓଡ଼ିଶା ! ପଶ୍ଚିମବଙ୍ଗ ଓ ବାଂଲାଦେଶ ଅଭିମୁଖେ ମୁହାଁଇଲା ସାମୁଦ୍ରିକ ଝଡ଼ ‘ବୁଲବୁଲ’।
୧୦-ରାଜ୍ୟ କଂଗ୍ରେସ ଦୁଇଫାଳ ! ଜୋର ଧରିଛି ନିରଞ୍ଜନ ହଟାଅ ଦାବି।
୧୧-ଅଯୋଧ୍ୟା ପାଇଁ ଚିନ୍ତା: ରାୟ ଆସିବା ପୂର୍ବରୁ ଲୋକେ ଭୟଭୀତ, ପ୍ରଶାସନ ଆଲର୍ଟ।