
ଦେଵକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତରେ ୭୨ତମ ସ୍ୱମ୍ବିଧାନ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରିପୋର୍ଟ -ଦେବକାନ୍ତ ମହାନ୍ତି,ଚାନ୍ଦବାଲି -ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତରେ ଅଲ ଇଣ୍ଡିଆ ସମତା ସୈନିକ ଦଳ ପକ୍ଷରୁ ୭୨ତମ ସମ୍ବିଧାନ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ସାଧାରଣ ସଭା ଅନୁଷ୍ଠିତ ହୋଇଛି l
ଏହି ସାଧାରଣ ସଭାରେ ଅଲ ଇଣ୍ଡିଆ ସମତା ଦଳ ବ୍ଲକ ସଭାପତି ଗୟାଧର ଦାସଙ୍କ ସଭାପତିରେ ମୁଖ୍ୟ ଅତିଥି ଆମ୍ବେଦକର ଲେବର ୟୁନିୟନିୟନ ନାରାୟଣ ଚନ୍ଦ୍ର ଦାସ, ମୁଖ୍ୟ ବକ୍ତା ଅଲ ଇଣ୍ଡିଆ ସମତା ସୈନିକ ଦଳର ୫ ରାଜ୍ୟର ଜୋର୍ନାଲ ସମ୍ପାଦକ ସୁଧୀର କୁମାର ମଲ୍ଲିକ, ଭଦ୍ରକ ଜିଲ୍ଲା ଜିଲ୍ଲା ସଭାପତି ମହେଶ୍ୱର ଦାସ, ଚଡଦିଆ ପଂଚାୟତ ସଭାପତି ପଦନ ଚରଣ ମୋହାଳିକ, ରାଷ୍ଟୀୟ ଦଳିତ ରାଜ୍ୟ ସଭାପତି ମିଲନ ଦାସ,ପ୍ରଦୀପ କୁମାର ଦାସ, ସମତା ସୈନିକ ଦଳ କାର୍ଯ୍ୟକର୍ତା ପ୍ରଫୁଲ୍ଲ ଦାସ ଦମୟନ୍ତୀ ଦାସ, ରଶ୍ମିତା ଦାସ ଦେବ ମୋହାଳିକ, ଜୟରାମ ଦାସ ପ୍ରମୁଖ ଯୋଗ ଦେଇ ଡ଼ ଆମ୍ବେଦକରଙ୍କର ସମ୍ବିଧାନ ପ୍ରତିଷ୍ଠା ଦିବସ ଉପରେ ଅଭିଭଷାଣ ଦେଇଥିଲେ l



