ଭିଜିଲାନ୍ସ ଜାଲରେ ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି ପାଞ୍ଚୟତ ନିର୍ବାହୀ ଅଧିକାରୀ…

ମଧୁସ୍ମିତା ପ୍ରଧାନ(ସମ୍ବଲପୁର): ୬।୧୨- ଭିଜିଲାନ୍ସ ଜାଲରେ ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି ପାଞ୍ଚୟତ ନିର୍ବାହୀ ଅଧିକାରୀ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପାଞ୍ଚୟତ ନିର୍ବାହୀ ଅଧିକାରୀ ଅଚ୍ୟୁତ ନନ୍ଦ ଖୁଣ୍ଟିଆଙ୍କ ଘରେ ଚଢାଉ କରିଛି ।

ଝଙ୍କରପାଲି ସ୍ଥିତ ଅଫିସ ସମେତ,ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ସ୍ଥାନରେ ଚଢାଉ କରାଯାଇଛି । କୁଚିଣ୍ଡା ଏନଏସି ସ୍ଥିତ ଦୁଇ ମହଲା ବାସଭବନ, ନିଜ ପୈତୃକ ଘର ସୁବର୍ଣ୍ଣପାଲିରେ ଚଢାଉ ଜାରି ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ବି କ୍ରମାଗତ ପଞ୍ଚମ ଦିନରେ ଅଚଳ ହେଲା ବିଧାନସଭା...

Mon Dec 6 , 2021
ବାସ୍ତବବ୍ୟୁରୋ(ଭୁବନେଶ୍ବର):୬।୧୨-ଆଜିବି ଅଚଳ ହେଲା ବିଧାନସଭା ।କ୍ରମାଗତ ପଞ୍ଚମ ଦିନରେ ପୂର୍ବ ଦିନପରି ଚାଲିପାରିଲାନି ଗୃହ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଆରମ୍ଭରୁ ଗୃହକୁ, ଅପରାହ୍ନ ୪ଟା ଯାଏଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଲତବୀ ରଖିଲେ । ସେପଟେ କେନ୍ଦ୍ରର ଅବହେଳା ପ୍ରତିବାଦରେ ବିଜେଡି ସଦସ୍ୟଙ୍କ ହୋହଲ୍ଲା । ବିଧାନସଭାରେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଶାସକ ଦଳ ସଦସ୍ୟ ପ୍ରତିବାଦ କରିଛନ୍ତି । ପାଇକ ବିଦ୍ରୋହକୁ ଦେଶର […]

You May Like

Pin It on Pinterest