୧-ରାଜଧାନୀବାସୀ ହୁସିଆର, ଡ୍ରେନରେ ପକାନ୍ତୁ ନାହିଁ ଅଳିଆ, ଜଗିବ ବିଏମସି ସ୍କ୍ଵାର୍ଡ଼।
୨-ଏଥର ଶୀତ ଅଧିବେଶନରେ ବହିବ ଗରମ ହାଓ୍ୱା, ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ -ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ, କାଶ୍ମୀର ପ୍ରସଙ୍ଗ, ରାଫେଲ ଡିଲ, ଦରଦାମ ବୃଦ୍ଧିକୁ ନେଇ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ ।
୩-ଭୁବନେଶ୍ୱର:ମଞ୍ଚେଶ୍ବର ରେଲେଓ୍ଵ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେଲା ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସୁଧା-ସର୍ଜ୍ଜନା ମହୋତ୍ସବ, ଯୋଗଦେଲେ ମୁଖ୍ୟମନ୍ତ୍ରୀ।
୪-ପୃଥିବୀ ଉପରକୁ ମାଡ଼ି ଆସୁଛି ମହାବିପଦ : ୨୦୫୦ ମସିହାରେ ହେବ ଜଳ ପ୍ରଳୟ, ସବୁଠାରୁ ଅଧିକ କ୍ଷତିଗ୍ରସ୍ଥ ହେବ ବାଲେଶ୍ବର ଓ ଭଦ୍ରକ ଜିଲ୍ଲା।
୫-କନ୍ଧମାଳ ଜିଲ୍ଲାରେ KIMS ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ, ଯୋଗ ଦେଲେ ପ୍ରାୟ ଚାରି ଶହ ଡାକ୍ତର ଓ କର୍ମଚାରୀ।
୬-ବେଷ୍ଟ ସିଟି ବସ ସର୍ଭିସ କ୍ୟାଟେଗୋରୀରେ CRUT ଭୁବନେଶ୍ୱର ପୁରସ୍କୃତ ।
୭-ସାବରୀମାଲାରେ ଜମୁଛି ଭକ୍ତଙ୍କ ଅସମ୍ଭବ ଭିଡ, ଦ୍ୱିତୀୟ ଦିନରେ ଆୟପ୍ପାଙ୍କ ଦର୍ଶନ କଲେ ୨୮ ହଜାର ଭକ୍ତ।
୮-ରାଜ୍ୟରେ ବିଧାନ ପରିଷଦ ଗଠନ କରିବାକୁ ସର୍ବଦଳୀୟ ବୈଠକରେ ବିଜେଡିର ଦାବି।
୯-ଅଯୋଧ୍ୟାରେ ନିର୍ମାଣ ହେବ ବିଶ୍ୱର ସର୍ବୋଚ୍ଚ ମୂର୍ତ୍ତି, ମନ୍ଦିରର ଲମ୍ବ ୨୬୮ ମିଟର , ପ୍ରସ୍ଥ ୧୪୦ ମିଟର ଓ ଉଚ୍ଚତା ୧୨୮ ମିଟର ହେବ। ପ୍ରଥମ ମହଲାରେ ୧୦୬ଟି ଖମ୍ବ ରହିବ।ମାର୍ଚ୍ଚ ୨୫ ହିନ୍ଦୁ ନବବର୍ଷ ଅଥବା ଏପ୍ରିଲ ଚୈତ୍ର ରାମନବମୀ ଦିନ ମନ୍ଦିରର ଶିଳାନ୍ୟାସ କରାଯିବ।
୧୦-କଟକ ବାଲିଯାତ୍ରା:ଭିଡ଼ ଅସମ୍ଭାଳ, ଟ୍ରାଫିକ ବିପର୍ଯ୍ୟସ୍ତ,ସବୁ ରାସ୍ତା ବନ୍ଦ, ପାର୍କିଂ ପାଇଁ ସ୍ଥାନ ନାହିଁ,ଟ୍ବିଟ୍ କଲା କମିଶନରେଟ ପୋଲିସ୍।