ଡିସିପି ଅଫିସ ଭିତରକୁ ପଶିବାକୁ ଛାତ୍ର କଂଗ୍ରେସ କର୍ମୀଙ୍କ ଉଦ୍ୟମ, ଛାତ୍ର କଂଗ୍ରେସ ଓ ପୋଲିସ ମୁଁହାମୁଁହି…

ବାସ୍ତବବ୍ୟୁରୋ(ଭୁବନେଶ୍ବର): ୧୪।୧୨-ଡିସିପି ଅଫିସ ଭିତରକୁ ପଶିବାକୁ ଛାତ୍ର କଂଗ୍ରେସ କର୍ମୀଙ୍କ ଉଦ୍ୟମ, ଛାତ୍ର କଂଗ୍ରେସ ଓ ପୋଲିସ ମୁଁହାମୁଁହି । କଂଗ୍ରେସ ଭବନ ଭିତରେ ପୋଲିସ ପଶି କଂଗ୍ରେସ କର୍ମୀଙ୍କୁ ପିଟିବା ଅଭିଯୋଗରେ ଭୁବନେଶ୍ବର ଡିସିପି ଅଫିସ୍ ଆଗରେ ଗଣଧାରଣ ଦେଇଛି କଂଗ୍ରେସ ।

ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ କଂଗ୍ରେସ ପ୍ରତିବାଦ କରିଛି । ଆକ୍ରମଣ କରିଥିବା ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସର ଦାବି ।ଗଣ ଧାରଣା ଦେବା ପରେ ଡିସିପି ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ଛାତ୍ର କଂଗ୍ରେସ କର୍ମୀ । ଫଳରେ ଛାତ୍ର କଂଗ୍ରେସ ଓ ପୋଲିସ ମୁଁହାମୁଁହି ହୋଇଥିବା ଦେଖିବାକୁ ମିଳିଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଡିସେମ୍ବର ୧୬ ରୁ ଏହି ରାଶିର ଭାଗ୍ୟ ବଦଳିବ,ଦେଖନ୍ତୁ ଆପଣଙ୍କର ଭଲ ଦିନ ଆରମ୍ଭ ହେବାକୁ ଯାଉଛି କି ?

Wed Dec 15 , 2021
ଡ଼.ନବକିଶୋର ମିଶ୍ର,ଭାଗବତ ପୁର,କେନ୍ଦ୍ରାପଡା ବାସ୍ତବବ୍ୟୁରୋ:ଜ୍ୟୋତିଷ ଶାସ୍ତ୍ରରେ (ରବି)ସୂର୍ଯ୍ୟ ଭଗବାନ ଏକ ବିଶେଷ ସ୍ଥାନ ପାଇଛନ୍ତି | ରବିଙ୍କୁ ସମସ୍ତ ଗ୍ରହର ରାଜା କୁହାଯାଏ | ଜ୍ୟୋତିଷ ଶାସ୍ତ୍ରରେ ରବି ପ୍ରାଣ, ପିତା, ସମ୍ମାନ, ସଫଳତା, ପ୍ରଗତି ଏବଂ ସରକାରୀ ତଥା ଅଣ-ସରକାରୀ କ୍ଷେତ୍ରରେ ଉଚ୍ଚ ସେବା ପାଇଁ ଗ୍ରହ ବୋଲି ବିବେଚନା କରାଯାଏ | ଯେତେବେଳେ ରବି ଶୁଭଦୃଷ୍ଟି ଦିଅନ୍ତି,ବ୍ୟକ୍ତିର ଭାଗ୍ୟଦ୍ୱୟ ହୁଏ | ଡିସେମ୍ବର ୧୬,୨୦୨୧ ଅର୍ଥାତ୍ ଆସନ୍ତାକାଲି […]

You May Like

Pin It on Pinterest