
ନମୋଗୁରୁ(ସୁବର୍ଣ୍ଣପୁର):ମଣ୍ଡି ଖୋଲିବା ଆଗରୁ ଚାଷୀ ଙ୍କ ପାଇଁ ନୂଆ ସମସ୍ୱା ଦେଖା ଦେଇଛିବସ୍ତା ପାଇଁ ମଣ୍ଡି ରେ ଚାଷୀ ଜରିବସ୍ତା ରେ ଧାନ ନେଲେ ରଖୁ ଛନ୍ତି ମାତ୍ର ମିଲ ରେ ନା କରୁଛନ୍ତି, ଏପରି ସମସ୍ୟା ଦେଖଦେଇଛି |
ସୁବର୍ଣ୍ଣପୁର ଜିଲ୍ଲା ଅନ୍ତଗତ ଖରଜୁରା ସମବାୟ ସମିତି ରେ ଚାଷୀ ମାନେ ଜରିବସ୍ତା ରେ ଧାନ ଆଣିଥିଲା ବେଳେ ଶୀତଳା ରାଇସ ମିଲମାଲିକ ନେବା ପାଇଁ ମନା କରିଦେଇଥିଲେ, କହିଥିଲେ ଯେ ଅଖା ବସ୍ତା ଛଡା ଅନ୍ୟ ବସ୍ତା ରେ ଧାନ ନିଆ ଯିବନାହିଁ |
ତେବେ ମିଲର ଙ୍କ ଦବ ଦବା କେତେ ଦିନ ଚାଷୀ ମାନଙ୍କ ଉପରେ ଚଳିବ ତାହା ପ୍ରଶ୍ନ ବାଚୀ ସୃଷ୍ଟି କରୁଛି, ଓ ସରକାର ଜିଲ୍ଲା ପ୍ରଶାସନ ଏ ଉପରେ କଣ ପଦ
କ୍ଷେପ ନେବେ ଦେଖି ବା ବାକି ରହିଲା |ତେବେ ମିଲ ମାଲିକ ଙ୍କ ଏପରି ବ୍ୟବହାର ଖରଜୁରା ପଂଚାୟତ ର ଚାଷୀଙ୍କ ମନରେ ଅସନ୍ତୋଷର ଦାନା ବାନ୍ଧୁଛି |
