୧-ମୋଦୀ ସରକାର ତୁର୍କୀରୁ ଆଣୁଛନ୍ତି ୧୧ ହଜାର ମିଲିୟନ ଟନ ପିଆଜ, ଲୋକଙ୍କୁ ମିଳିବ ଆଶ୍ୱସ୍ତି!
୨-ମୋ ସରକାର ଅଧୀନକୁ ଆସିଲା ଆହୁରି ୬ଟି ସରକାରୀ ବିଭାଗ।କୃଷି ବିଭାଗର ‘କାଳିଆ’ ଯୋଜନା, ଚାଷୀ ପଞ୍ଜିକରଣ ଯୋଜନା, ମହିଳା ଓ ଶିଶୁ ବିକାଶ ବିଭାଗର ମମତା ଯୋଜନା ଓ ମିଶନ ଶକ୍ତି।
୩-ଟ୍ରାଫିକ ନିୟମ ଉଲ୍ଲଘଂନ, କଟକରେ ନାବାଳକ ପାଇଁ ଜରିମାନା ଦେଲେ ବାପା- ହେଲମେଟ୍ ନପିନ୍ଧି ଫୋନରେ ଗପି ଗାଡି ଚଳାଉଥିବାରୁ ୬ ହଜାର ଫାଇନ୍।
୪-୧୦ ରୁ ୧୫ % ଦର ବଢାଇଲେ ଅପରେଟର, ମୋବାଇଲ କଲ୍ ମହଙ୍ଗା।
୫-ବରଗଡ଼:ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାପାଇଁ ଶୁଭ ସ୍ତମ୍ବ ସ୍ଥାପନ।
୬-ଏଣିକି ଫ୍ଲିପ୍କାର୍ଟରେ ମିଳିବ ଓଡ଼ିଶା ହସ୍ତଶିଳ୍ପ ସାମଗ୍ରୀ।
୭-ଧରାପଡିଲେ ୧୭୮ ମଦ୍ୟପ ଚାଳକ,୫୪୭୪ଗାଡି ହେଲା ଯାଞ୍ଚ।
୮-ପଟ୍ଟାମୁଣ୍ଡାଇ:ସୁନା ବେପାରୀ ବିଜୟ ସାହୁ ଓ ତାଙ୍କ ଭାଇ ଲକ୍ଷ୍ମୀଧର ସାହୁ ଓ ପୁତୁରା ରାଧାଗୋବିନ୍ଦ ସାହୁଙ୍କୁ ଆକ୍ରମଣ କରି ୭୦ ଗ୍ରାମ ସୁନା ୧ କେଜି ରୁପା ସହିତ ୫ହଜାର ଟଙ୍କା ଲୁଟ୍ କଲେ ଲୁଟେରା ଗ୍ୟାଙ୍ଗ।



