ଆଜିର ଖାସ୍ ଖବର

୧-୨୦୨୪ ସୁଦ୍ଧା ଭାରତ ତୈଳ ଓ ଗ୍ୟାସର ଭିତିଭୂମିରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବ ।

୨-ପିଆଜ କିଲୋ ପିଛା ୪୦ ଟଙ୍କା, କିନ୍ତୁ ଜଣଙ୍କୁ କେବଳ ଅଢ଼େଇଶହ- ଭୁବନେଶ୍ୱରରେ କଂଗ୍ରେସର ପିଆଜ ରାଜନୀତି।

୩-୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ବଦଳିବ ସିବିଏସଇର ପରୀକ୍ଷା ପାଟର୍ଣ୍ଣ।

୪-ଟିଭିଡିଏସ ସିଷ୍ଟମରେ ଧରା ପଡ଼ିଲେ ୯୫ ଜଣ ଟ୍ରାଫିକ ଉଲ୍ଲଂଘନକାରୀ, ଘରକୁ ଯିବ ଚାଲାଣ।

୫-ଶ୍ରୀମନ୍ଦିର ସୁରକ୍ଷା ପାଇଁ ମିଳିଲା 75% ଜମି, ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ।

୬-ଡିସେମ୍ବର ଦ୍ବିତୀୟ ସପ୍ତାହରୁ ବଢିବ ଶୀତ :ପାଣିପାଗ ବିଭାଗ।

୭-ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ନେଲେ ସୁନୀଲ ରାୟ।

୮-ଏନସିଆରର ଏକ ଫାର୍ମ ଉପରେ ଚଢ଼ାଉ, ୩୦୦୦ କୋଟି ଟଙ୍କା କଳାଧନର ହେଲା ଖୁଲାସା।

୯-ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ଗଠନ
ନେଇ ଲୋକସଭାରେ ଦାବି ଉପସ୍ଥାପନ କଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ।

୧୦-ଆହାର କେନ୍ଦ୍ରକୁ ମିଳିଲା ISO ମାନ୍ୟତା। ବିଭାଗକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ହାଇଦ୍ରାବାଦ ବଳାତ୍କାର,ହତ୍ୟା ମାମଲା: ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବି କଲା ମହିଳା ସମିତି

Tue Dec 3 , 2019
ବରଗଡ଼ ୩।୧୨: ହାଇଦ୍ରାବାଦ ବଳାତ୍କାର, ହତ୍ୟା ଘଟଣାକୁ ନେଇ ମଙ୍ଗଳବାର ବରଗଡ଼ ମହିଳା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛି । ସମିତିର ବରିଷ୍ଠ ନେତ୍ରୀ ଗୀତା ମିଶ୍ର ଓ ମମତା ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରଗଡ଼ ଜିଲାପାଳ ଅଫିସକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଭାରତୀୟ ଦଣ୍ଡବିଧି ଆଇନରେ ସଂଶୋଧନ ଅଣାଯାଇ ହାଇଦ୍ରାବାଦ ଭଳି […]

You May Like

Pin It on Pinterest