ଭୁବନେଶ୍ୱର(ବାସ୍ତବ ଟିଭି): ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଦି । କୋରାପୁଟର ଜୟପୁର ଉପକଣ୍ଠ ଏକମ୍ବା ଠାରେ ସାଧରଣ ସଭା କରିବେ ରାହୁଲ । ସଭାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିବାବେଳେ ଆସନ୍ତା କାଲି ଦିନ ୧୧ଟାରେ ସଭାକାର୍ଯ୍ୟକ୍ରମରେ ଯୋଗଦେବେ ରାହୁଲ । କଂଗ୍ରେସ ତିନୋଟି ରାଜ୍ୟରେ ସରକାର ଗଢ଼ିବାପରେ କଂଗ୍ରେସ ପାଖରେ ଉତ୍ସାହିତ ହେବାର ଦେଖିବାକୁ ମିଳିଛି । ତେଣୁଓଡ଼ିଶାରେ ମଧ୍ୟ କଂଗ୍ରେସ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଛି । ରାହୁଲଙ୍କ ଗସ୍ତକୁ ଦେଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
Next Post
ଗଣମାଧ୍ୟମରେ ବୁଲୁଥିବା ତାଲିକା ଭୁଲ !
Thu Mar 7 , 2019
ଭୁବନେଶ୍ୱର(ବାସ୍ତବ ଟିଭି): ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସର ପ୍ରାର୍ଥୀ ତାଲିକା ଠିକ୍ ନୁର୍ହେ ବୋଲି ସୂଚନା ଦେିଛନ୍ତି କଂଗ୍ରେସର ମିଡ଼ିଆ ସେଲ ଅଧକ୍ଷ ସତ୍ୟ ନାୟକ । ସେ କହିଛନ୍ତିକି, ପିସିସି ଅଫିସରୁ ଏଭଳି କୌଣସି ତାଲିକା ପ୍ରକାଶ ପାଇନାହିଁ । ଗଣମାଧ୍ରମରେ ବୁଲୁଥିବା ଏଭଳି ତାଲିକା କେବଳ ଦ୍ୱନ୍ଦ ସୃଷ୍ଯି କରୁଛି । ଗଣମାଧ୍ୟମରେ ବୁଲୁଥିବା ତାଲିକାକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ତେବେ ପିଇସି […]

You May Like
-
6 years ago
ଆଜିର ଖାସ୍ ଖବର
-
4 months ago
ଭିବି ଜୀ ରାମ ଜୀ ପ୍ରତ୍ୟାହାର ପାଇଁ ଆହ୍ଵାନ…
-
6 years ago
ସାବଧାନ! ‘କୋଭିଡ୍-୧୯’ ନାଁରେ ୫୦% ଜାଲ୍ ୱେବ୍ସାଇଟ୍
-
5 years ago
ରାଜ୍ୟରେ ୧୦ ଦିନିଆ ସ୍ପେସାଲ ଡ୍ରାଇଭ ଆରମ୍ଭ ଆଜିଠୁଁ….


