୧-ଓ୍ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟି- ଟ୍ୱେଣ୍ଟି ମ୍ୟାଚ ଜିତିଲା ଭାରତ।
୨-୨ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିବେ।
୩-୧୫ ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ ଲାପଟପ -୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଲାପଟପ ବଣ୍ଟନ ଆରମ୍ଭ।
୪-ରେଲଓ୍ଵେର ବଡ଼ କାର୍ଯ୍ୟାନୁଷ୍ଠାନ, ୩୨ ଅଫିସରଙ୍କୁ ବଳପୂର୍ବକ ଦିଆଗଲା ଅବସର।
୫-ଆସନ୍ତା ସୋମବାର ନୂଆ ଡିଜିପି ଭାବେ ଦାୟିତ୍ୱ ନେବେ ୧୯୮୬ ବ୍ୟାଚର IPS ଅଫିସର ଅଭୟ।
୬-ପୁରୀ ଶ୍ରୀମନ୍ଦିର ପରେ ଲିଙ୍ଗରାଜ ପାଳି, ଆସିବ ସ୍ୱତନ୍ତ୍ର ଆଇନ ହଟିବ ଜବରଦଖଲ।
୭-ଡ୍ୟୁଟି ବେଳେ ମୃତ୍ୟୁ ବରଣ କରିଥିବା ପୋଲିଂ ଅଫିସର ପ୍ରକାଶ ଥାଟୋଇଙ୍କୁ ମିଳିଲା ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି।
୮-ଟ୍ରାଫିକ ନିୟମ ଉଲଘଂନ ପାଇଁ ଭୁଲରେ ଚାଲାଣ କଟିିଥିଲେ ଟଙ୍କା ଫେରସ୍ତ ପାଇବେ ଗାଡ଼ି ଚାଳକ।
୯-୨୧ ତମ ଏସିଆ ମାଷ୍ଟରସ୍ ଆଥେଲେଟିକସ୍ ଚମ୍ପିୟାନସିପରେ ଓଡ଼ିଶାର ଟୁକୁ ସେଠୀଙ୍କୁ ରୌପ୍ୟ।
୧୦-ହାଇଦରାବାଦ:ରିଅଲ୍ ସିଂଘମ୍- ହାଇଦ୍ରାବାଦ ପୋଲିସ କମିଶନର ଭିସି ସଜ୍ଜନାଙ୍କ ,ବଳାତ୍କାରୀଙ୍କୁ ଏକାଉଣ୍ଟର, ସବୁଆଡୁ ପ୍ରଶଂସାର ସୁଅ।
୧୧-ଲୋକସଭାରେ ପାଇକ ଲୋକସଭାରେ ପାଇକ ରେଜିମେଣ୍ଟ ପ୍ରସ୍ତାବ ଉଠାଇଥିବାରୁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଲେ ସମସ୍ତ ପାଇକ ସଂଗଠନ।