ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ଅଭିଯୋଗ ପତ୍ର…

ମନୋଜ ମହାନ୍ତି(ଭୁବନେଶ୍ବର):୩।୨-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅଭିଯୋଗ ପତ୍ର ଜାରି କରିଛି କଂଗ୍ରେସ ।ଏହି ଅଭିଯୋଗ ପତ୍ରରେ ବିଜେଡ଼ି ଶାସନର ୨୨ ବର୍ଷରେ ୨୨ଟି ଅଭିଯୋଗକୁ ଲୋକଙ୍କ ପାଖକୁ ନେବାର ଯୋଜନା କରିଛି କଂଗ୍ରେସ । ଏହାସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ କଂଗ୍ରେସ ବର୍ଷିଛି । ଆସନ୍ତା ଫେବୃଆରୀ ୫ ତାରିଖ ଦିନ ନିର୍ବାଚନୀ ଇସ୍ତାହାର ଜାରି କରିବ ଦଳ । ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ଓ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଧାନ ଚୋରା ଚାଲାଣ ରୋକିବାକୁ ଜିଲ୍ଲା ପ୍ରଶାସନର ଦୃଢ଼ ପଦକ୍ଷେପ...

Fri Feb 4 , 2022
ନାମୋଗୁରୁ(ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲାରେ ଧାନ ର ଚୋରା ଚାଲାଣ ରୋକିବା ପାଇଁ ଯୋଗାଣ ବିଭାଗ ତରଫରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି I ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଯୋଗାଣ ବିଭାଗ ଏକଜୁକୁଟିକ ମାଜିଷ୍ଟ୍ରେଟ ମାନଙ୍କ ସହାୟତାରେ ସନ୍ଦେହାଷ୍ପଦ ଭାବରେ ଜିଲ୍ଲା ରେ ପ୍ରବେଶ କରୁଥିବା ଧାନ ଗାଡ଼ି ମାନଙ୍କ ଉପରେ ତିକ୍ଷ୍ଣ ନଜରର ରଖି ଚଢାଉ କରୁଛି I ଏହି କ୍ରମରେ ସୁବର୍ଣ୍ଣପୁର ସହର ଉପକଣ୍ଠରେ ଥିବା କଳାପଥର ଗ୍ରାମ ନିକଟରେ […]

You May Like

Pin It on Pinterest