ଆଜିର ଖାସ୍ ଖବର

୧-କର୍ମଚାରୀଙ୍କ ପଦୋନ୍ନତି ପାଇଁ ଗଠନ ହେଲା ପଦୋନ୍ନତି ଅଦାଲତ।

୨-ଚୀନ ଓ ଇଣ୍ଡୋନେସିଆ ମଧ୍ୟରେ ଉତ୍ତେଜନା, ଯୁଦ୍ଧ ଜାହାଜ ଓ ବିମାନ ମୁତୟନ କଲା ଇଣ୍ଡୋନେସିଆ।

୩-ଆଜି ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ସମଗ୍ର ଭାରତ ଓ ବିଶ୍ୱର ଅନେକ ଦେଶରେ ଦେଖାଯିବ ଚନ୍ଦ୍ର ଗ୍ରହଣ । ରାତି ୧୦ଟା ୩୭ ମିନିଟ୍‌ରୁ ୧୧ ତାରିଖ ଭୋର୍‌ ୨ଟା ୪୨ ମିନିଟ୍‌ରେ ସର୍ବ ମୋକ୍ଷ ହେବ।ଓଡ଼ିଶାରେ ପାଳନୀୟ ନୁହଁ ଚନ୍ଦ୍ର ଗ୍ରହଣ, ଶ୍ରୀମନ୍ଦିରରେ ବି ହେବ ନାହିଁ ପାଳନ।

୪-ଭୁବନେଶ୍ୱର:୧୭୮୩୩ କୋଟିର ପୁଞ୍ଜିନିବେଶ ସାଢ଼େ ୬ ହଜାର ନିଯୁକ୍ତି : ୩ଟି ପ୍ରକଳ୍ପର ସଂପ୍ରସାରଣ ପ୍ରସ୍ତାବରେ ମୋହର।

୫- ଏଥର ଖରାଛୁଟିରେ ବି ହେବ ପାଠପଢ଼ା, ଜାନୁଆରୀ ୩୧ ତାରିଖ ଯାଏଁ ଚାଲିବ ଦଶମ ପାଠପଢ଼ା।

୬-ପୁଣେ:ଆଜି ଭାରତ-ଶ୍ରୀଲଙ୍କା ଅନ୍ତିମ ଟ୍ବେଣ୍ଟି-୨୦ : ସିରିଜ ହାତେଇବା ଲକ୍ଷ୍ୟରେ ଭାରତ।

୭-୧୫ ସୁଦ୍ଧା ବିଲ୍ ନଦେଲେ ୧୬ ରେ ବିଦ୍ୟୁତ କାଟ୍, ସେସୁ ଗଠନ କରିଛି ସ୍କ୍ୱାଡ୍ : କିସ୍ତିରେ ବି ଦେଇ ହେବ ବକେୟା ବିଲ୍।

୮-ଇରାନର ଚରମବାଣୀ: ଭୟଙ୍କର ପ୍ରତିଶୋଧ ନେବୁ।

୯-ନୂଆ ଦିଲ୍ଲୀ: ଦୁଷ୍କର୍ମ ମାମଲାର ତ୍ଵରିତ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲେ ସରକାର,ଆଉ ୧୦୨୩ ଫାଷ୍ଟ୍ ଟ୍ରାକ ସ୍ବତନ୍ତ୍ର କୋର୍ଟ।

୧୦-ରେକର୍ଡ଼ ସ୍ତରରେ ସୁନା,୧୦ଗ୍ରାମକୁ ହେଲାଣି ୪୨,୮୬୦।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Jan 11 , 2020
୧-ପ୍ରଭାବୀ ଢଙ୍ଗରେ ସାଇବର ଅପରାଧର ମୁକାବିଲା : ଉଦଘାଟିତ ହେଲା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର।(www.cybercrime.gov.in) ୨-ବିଦ୍ୟୁତ୍‌ ବିଲ୍‌ ପୈଠ ପାଇଁ ସମୟ ଦିଆଯାଉ-ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି। ୩-ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ: ୨୩୦୮କୋଟି ଦେଇଥିଲେ, ପୁଣି ଦେବେ ୯୦୦ କୋଟି। ୪-ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣ, ଚୁନା ହୋଇଗଲା ୧୦୦ ଦୋକାନ। ୫-’ହୋସ୍‍ଲା-୨୦୧୯’ ପ୍ରତିଯୋଗିତାରେ ସଫଳ ଓଡ଼ିଶା ଦଳକୁ ପୁରସ୍କୃତ କଲେ ନବୀନ। ୬-ଶୁକ୍ରବାର ଠାରୁ […]

You May Like

Pin It on Pinterest