କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ମିଳିଲା ଛାତ୍ରୀଙ୍କ ମୃତଦେହ ଆତ୍ମହତ୍ୟା ସନ୍ଦେହ…

ଦୀପକ ବେଉରା(କଟକ):୦୫।୦୪-କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ମିଳିଲା ଛାତ୍ରୀଙ୍କ ମୃତଦେହ ଆତ୍ମହତ୍ୟା ସନ୍ଦେହ ।ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁଯାଇ, ସୋମବାର ବିଳମ୍ବିତ ରାତିରେ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ହଷ୍ଟେଲରୁ ଉଦ୍ଧାର କରି SCBକୁ ନିଆଯାଇଥିଲା ।କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତଦେହ ଜବତ କରି ଫେଜ୍- ୨ ପୋଲିସର ତଦନ୍ତ ଆରମ୍ଭ କରିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ସୁରଭି ପାଞ୍ଚାଲ । ତାଙ୍କ ଘର ହରିୟାନାରେ ବୋଲି ଜଣାପଡିଛି ।

ସୁରଭିଙ୍କ ମୃତ୍ୟୁକୁ ନେଇ ନ୍ୟାସନାଲ ଲ ୟୁନିଭରସିଟିରେ ଛାତ୍ର ଅସନ୍ତୋଷ ଦେଖାଦେଇଛି । ଶତାଧିକ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ପ୍ରଶାସନିକ ବିଲଡିଂ ଆଗରେ ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଵୁଝାସୁଝା କରୁଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅତାବିରା ରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ୧୩୮ ଟି ପ୍ରକଳ୍ପ ପ୍ରଦର୍ଶିତ...

Tue Apr 5 , 2022
ନବୀନ ଦାଶ(ଅତାବିରା): ବରଗଡ଼ ଜିଲ୍ଲା ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବି ଇ ଓ ମଛିନ୍ଦ୍ର ମଲ୍ଲିକ ଙ୍କ ତତ୍ତ୍ଵାବଧାନରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ଫିତା କାଟି ମେଳାକୁ ଉଦଘାଟନ କରିଥିବାବେଳେ ଏ ବି ଓ କାର୍ତ୍ତିକ ବାଗ,ତପନ କୁମାର ଦାଶ, ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟର […]

You May Like

Pin It on Pinterest