ଆଜିର ଖାସ୍ ଖବର

୧-ପ୍ରତିରକ୍ଷା କ୍ଷେତ୍ରରେ ଦମଦେଖାଇଲା ଭାରତ, K-4 ବାଲିଷ୍ଟିକ୍‌ ମିସାଇଲ୍‌ର ହେଲା ସଫଳ ପରୀକ୍ଷଣ।

୨-ଫ୍ଲିପ୍‌କାର୍ଟ:ସ୍ମାର୍ଟଫୋନ୍‌ରେ ବଡ଼ ଡିସ୍‌କାଉଣ୍ଟ , ଏକ୍ସଚେଞ୍ଜ ଅଫର ବି ଉପଲବ୍ଧ , ସୀମିତ ସମୟ।

୩-ରୋହିତ-କୋହଲିଙ୍କ ପ୍ରହାରରେ କଙ୍ଗାରୁ ଚିତ୍, ବେଙ୍ଗାଲୁରୁ ମ୍ୟାଚ୍ ଜିତି ୨-୧ରେ ଶୃଙ୍ଖଳା କବଜା କଲା ଭାରତ।

୪-ଆଜି ଦିନ ୧୧ଟାରେ ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’। ଛାତ୍ର ଛାତ୍ରୀ,ଶିକ୍ଷକ ଓ ଅଭିଭାବକଙ୍କ ସହ କରିବେ ମତ ବିନିମୟ।

୫-ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ।

୬-ବଡ଼ ଦାଣ୍ଡରେ Btech ଭିକାରୀଙ୍କ ଘରବାହୁଡା, ପରବାର ଲୋକେ ଘରକୁ ଫେରାଇ ନେଲେ।

୭-ପ୍ରଥମ ଥର ପାଇଁ ଆକାଶରେ ଉଡିବେ ୪୪ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ମିଳିବ ଉଡିବା ସୁଯୋଗ।

୮-ନୀତି ଆୟୋଗ SDG ( ନିରନ୍ତର ବିକାଶ ଲକ୍ଷ୍ୟ )ଇଣ୍ଡିଆ ସୂଚକାଙ୍କ: ଓଡ଼ିଶା ଫାଷ୍ଟେଷ୍ଟ ମୁଭର,୨୦୧୮ରେ ଥିଲା ୨୫ତମ ସ୍ଥାନରେ,ଏବେ ୧୫ରେ।

୯-କଲୁଙ୍ଗା ଲେଭଲ କ୍ରସିଂ, ରାଉରକେଲା:ଲେଭଲ୍‌ କ୍ରସିଂରେ ଗଳି ଯାଉଥିଲେ, ପିଟିଦେଲା ଟ୍ରେନ୍‌। ଜଣଙ୍କର ମୃତ୍ୟୁ ଅନ୍ୟ ଜଣେ ଗୁରୁତର।

୧୦-ଏୟାରଟେଲର ନୂତନ ପ୍ଲାନ, ୧୭୯ ଟଙ୍କାରେ ଅସୀମିତ କଲ ସହିତ ମିଳିବ ୨ ଲକ୍ଷ ଟଙ୍କାର ବୀମା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Jan 21 , 2020
୧ -ଓଡ଼ିଶାରେ ପ୍ରଥମ ଶ୍ରେଣୀରୁ ଆରମ୍ଭ ହେବ ସ୍ପୋକନ୍‌ ଇଂଲିଶ ଶିକ୍ଷା- ଶିକ୍ଷାମନ୍ତ୍ରୀ ସମୀର ଦାଶ ୨-ନୂଆଦିଲ୍ଲୀ: ଜଗତ ପ୍ରକାଶ ନଡ୍ଡା ହେଲେ ଭାରତୀୟ ଜନତା ପାର୍ଟି ସଭାପତି। ୩-ଅତନୁ କୁମାର ଦାସ ହେଲେ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସିଇଓ। ୪-ମୁମ୍ବାଇ:CMଙ୍କ ସହ ବୈଠକରେ ଶିରିଡିବାସୀ ସନ୍ତୁଷ୍ଟ, ବିବାଦର ହେଲା ସମାଧାନ। ୫-କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତଙ୍କର କାଲି ଥିଲା ଜନ୍ମଦିବସ, ଟ୍ଵିଟ୍‌ କରି ଶୁଭେଚ୍ଛା […]

You May Like

Pin It on Pinterest