ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠରେ ରାଜ୍ୟ ସରକାରଙ୍କ 5 ଟି ସଚିବ ଭିକେ ପାଣ୍ଡିଆନ…

ତ୍ରିନାଥ ବାରିକ(ସତ୍ୟବାଦୀ): ୧୬।୦୪ – ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠରେ ରାଜ୍ୟ ସରକାରଙ୍କ 5 ଟି ସଚିବ ଭିକେ ପାଣ୍ଡିଆନ । ସୁଆଣ୍ଡୋରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ।

ସୂଚନା ଅନୁଯାୟୀ,ସୁଆଣ୍ଡୋରେ ୧୫.୧୬ କୋଟି ବ୍ୟୟରେ ନିର୍ମାଣଧୀନ ପାର୍କ, ରାସ୍ତା, ମନ୍ଦିର, ଗୋପବନ୍ଧୁଙ୍କ ବାସ ଗୃହର କାମ ଅନୁଧ୍ୟାନ ସହ ସ୍ଥିତି ସମୀକ୍ଷା କରିବା ପାଇଁ,ଆଜି(ଶନିବାର) ସକାଳ ସମୟରେ ରାଜ୍ୟ ସରକାରଙ୍କ 5 ଟି ସଚିବ ଭିକେ ପାଣ୍ଡିଆନ ସୁଆଣ୍ଡୋ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ପୁରୀ ଜିଲ୍ଲାପାଳଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ପୁରୀ ଜିଲ୍ଲାପାଳ କହିଛନ୍ତି ଯେ, ୨୫ କୋଟିରୁ ଉର୍ଦ୍ଧ ଟଙ୍କାର କାମ ଚାଲିଛି । ସ୍ଥିତି ସମୀକ୍ଷା କରାଯାଇଛି । ଆଗାମୀ ୨/୩ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ ରଖାଯାଇଛି । ସୁଆଣ୍ଡୋ ଗ୍ରାମ ବାସିଙ୍କର ଅନ୍ୟ କିଛି ଦାବି ଥିଲେ, ସେ ଉପରେ ଧ୍ୟାନ ଦିଆଯିବ । ଶିବ ମନ୍ଦିର, ଉତ୍କଳମଣି ମ୍ୟୁଜିୟମ, ଶଠିଘର ପୁନଃରୁଦ୍ଧାର ଭଳି କାମ ଚାଲିଛି । ଖୁବଶୀଘ୍ର ଏହି ସବୁ କାମ ସରିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମ୍ବେଦକରଙ୍କ ମଧ୍ୟରେ ସମାନତା,ପୁସ୍ତକ ପାଇଁ ପୁସ୍ତକ ଲେଖକ ଆକ୍ରୋଶ ଶିକାର

Sat Apr 16 , 2022
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଲେଖାଯାଇଥିବା ପୁସ୍ତକରେ ପ୍ରସିଦ୍ଧ ସଂଗୀତଜ୍ଞ, ସମ୍ବିଧାନର ପ୍ରଣିତା ଭୀମ୍ରାଓ ଆମ୍ବେଦକରଙ୍କ ସହ ତୁଳନା କରିଛନ୍ତି। ସେ ‘ଆମ୍ବେଦକର ଏବଂ ମୋଦୀ: ସୁଧରକା କା ବିଚାର , ପ୍ରଫର୍ମର କା କାମ’ ଶୀର୍ଷକ ଏକ ପୁସ୍ତକରେ ଭୀମରାଓଙ୍କ ସହିତ ମୋଦିଙ୍କୁ ତୁଳନା କରିଛନ୍ତି | ବ୍ଲୁକ୍ରାଫ୍ଟ ଡିଜିଟାଲ୍ ଫାଉଣ୍ଡେସନ୍ ଦ୍ୱାରା ଏହି ପୁସ୍ତକ ପ୍ରକାଶିତ ହୋଇଛି | ଇଲାୟାରାଜା ପୁସ୍ତକର ପ୍ରାରମ୍ଭରେ ଲେଖିଛନ୍ତି, ଡକ୍ଟର ଭୀମ୍ରାଓ […]

You May Like

Pin It on Pinterest