କନେଷ୍ଟବଳଙ୍କ ପତ୍ନୀ,ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେ ଆତ୍ମହତ୍ୟା ଉଦ୍ୟମ…

ଦୁଃଶାସନ ପୃଷ୍ଟି(ଢେଙ୍କାନାଳ): କନେଷ୍ଟବଳଙ୍କ ପତ୍ନୀ,ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେ ଆତ୍ମହତ୍ୟା ଉଦ୍ୟମ । ଏପରି ଅଭାବନୀୟ ଘଟଣା ଆଜି ଢେଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ।ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ ମହିଳାଙ୍କ ସ୍ବାମୀ ଢେଙ୍କାନାଳ ଜିଲ୍ଲାରେ ଜଣେ ପୁଲିସ କନେଷ୍ଟବଳ ଭାବରେ କାର୍ଯ୍ୟରତ। କିନ୍ତୁ‌ ସେ ଦ୍ବିତୀୟ ବିବାହ କରିଥିବା ସହ,ବିଭିନ୍ନ ସମୟରେ ନିଜ ପତ୍ନୀଙ୍କୁ ନିର୍ଯ୍ୟାତନା ଦେଇଆସୁଛନ୍ତି ବୋଲି ପୀଡିତାଙ୍କ ଅଭିଯୋଗ ।ଏ ସମ୍ପର୍କରେ ସେ ବାରମ୍ବାର ପୁଲିସ ନିକଟରେ ଅଭିଯୋଗ କଲେ ମଧ୍ୟ ନ୍ୟାୟ ନ ପାଇବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ‌ବୋଲି ସେ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ସ୍କୁଲ ଗାଡିର ଫିଟ୍ ନେସ୍ ଚେକିଂ...

Wed Apr 20 , 2022
ପ୍ରମୋଦ ନାୟକ(ଭୁବନେଶ୍ୱର) ୨୦।୦୪ : ଆରମ୍ଭ ହେଲା ସ୍କୁଲ ଗାଡିର ଫିଟ୍ ନେସ୍ ଚେକିଂ। ଆଜିଠୁ ରାଜ୍ୟର ସବୁ RTO ପକ୍ଷରୁ ସ୍କୁଲ ଯାନବାହନର କଡାକଡି ଫିଟ୍ ନେସ୍ ଚେକିଂ କରାଯାଉଛି । ସୂଚନା ଅନୁଯାୟୀ, ରାଜ୍ୟର କେତେକ ସ୍କୁଲରେ କାଗଜପତ୍ର ଠିକ୍ ନ ଥିବା ଗାଡ଼ି ଛୋଟ ପିଲାଙ୍କୁ ବିପଦସଙ୍କୁଳ ଅବସ୍ଥାରେ ପରିବହନ କରୁଥିବା ଅଭିଯୋଗ ହେଉଛି।ସେଥିପାଇଁ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର […]

You May Like

Pin It on Pinterest