ନବୀନ ଦାଶ: ବରଗଡ଼ ତୋରା ପଞ୍ଚାୟତ ବାନ୍ଦେନ୍ ଟିକ୍ରା ଗ୍ରାମରେ ଝୁଲନ୍ତା ଶବ କୁ ନେଇ ଏବେ ଆତଙ୍କ ରେ ଗ୍ରାମବାସୀ।ଶବ ଟି ଵିଲ ମଝିରେ ପାଖାପାଖି ୨୦ ରୁ ୨୫ଫୁଟ ଉଚ୍ଚରେ ଏକ ଗଛରେ ଝୁଲି ରହିଥିବା ବେଳେ ଶବ ଟି କାହାର ଓ କେବେ ଠାରୁ ଝୁଲୁଛି କାହାରିକୁ ଜଣାନାହିଁ।ଝୁଲନ୍ତା ଶବ କୁ ନେଇ ଲୋକେ ଘରୁ ବାହାରିବା ଓ ବିଲ କୁ ଯିବା ପାଇଁ ଭୟ କରୁଛନ୍ତି।
Wed Apr 27 , 2022
ନବୀନ ଦାଶ( ଅତାବିରା):ବରଗଡ଼ଜିଲ୍ଲା ଅତାବିରାବ୍ଲକ ଲରମ୍ଭା ମହାବିଦ୍ୟାଳୟ ଠାରେ ଆଠ ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ପ୍ରମୋଦ କୁମାର ଭୋଇ ଙ୍କ ଅଧ୍ୟକ୍ଷତା ରେ ଜୀବ ବିଜ୍ଞାନ ପ୍ରାଧ୍ୟାପିକା ଡଃ ଅମୃତା ସାମନ୍ତ,ପରିଚାଳକ ହରିଶ୍ ପାତ୍ର,ଟ୍ରେନର ସୁଜାତା ଭୋଇ, ଅଧ୍ୟାପକ ସରୋଜ କୁମାର ନାୟକ, ଅଧ୍ୟାପକ ପବିତ୍ର ମହାଣା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ […]