ମହାକାଳପଡ଼ା ବିଜେପି ପକ୍ଷରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଥାନା ଘେରାଉ…

ନିରଞ୍ଜନ ଓଝା (ମହାକାଳପଡ଼ା): ମହାକାଳପଡ଼ା ଭାରତୀୟ ଜନତା ପାର୍ଟି ତରଫରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଥାନା ଘେରାଉ ଏବଂ ମହାକାଳପଡ଼ା ଥାନା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |

ସୂଚନାରୁ ପ୍ରକାଶ ତିନିଦିନ ଆଗରୁ ମହାକାଳପଡ଼ା ଛକ ନିକଟରେ ଥିବା ମଦ କାଉଣ୍ଟର ପାଖରେ ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ଦିନ ଦ୍ୱିପ୍ରହରରେ ଗୁଳିମାଡ କରିଥିଲେ କିଛି ଦୁର୍ବୃତ୍ତ |ଏହି ଘଟଣା ଘଟାଇଥିବା ଦୁର୍ବୃତ୍ତ ମାନଙ୍କୁ ଦୀର୍ଘ ସମୟ ଧରି ଧରା ଯାଇ ନଥିବା ନେଇ ,ଭାରତୀୟ ଜନତା ପାର୍ଟିର ନେତା ଡଃ. ସୌଭାଗ୍ୟ କୁମାର ପରିଡ଼ା ଓରଫ ଟୁଲୁ ଭାଇ ଙ୍କ ନେତୃତ୍ୱରେ ଆଜି ବିଶାଳ ରାଲୀ, ମହାକାଳପଡ଼ା ଥାନା ଅଧିକାରୀ ମନୋରଞ୍ଜନ ଚୌଧୁରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଡାକ୍ତରୀ ଛାତ୍ର ମୃତ୍ୟୁରେ ମହମବତୀ ଶୋଭାଯାତ୍ରା...

Mon May 2 , 2022
ଶୁଭ୍ରକାନ୍ତ ରାଉତରାୟ:କଲେଇ ପଂଚାୟତ ର କଲେଇ ଗ୍ରାମର ର ରଞ୍ଜନ କୁମାର ପ୍ରଧାନଙ୍କ ଏକମାତ୍ର ପୁଅ ଶୁଭମ ପ୍ରଧାନ ସୋନୁଙ୍କର 24ବର୍ଷ ବୟସରେ ଭୁବନେଶ୍ୱରରେ ମଟରସାଇକେଲ ଦୁର୍ଘଟଣାରେ ମୃତ୍ୟୁ ଘଟିଛି |ଶୁଭମ ଥିଲେ ଜଣେ ଡାକ୍ତରୀ ଛାତ୍ର ତାହାସହ ସମାଜସେବା ରେ ଲିପ୍ତଥିଲେ ଯାହା ତାଙ୍କ ଗ୍ରାମ ଠାରୁ ରହୁଥିବା ଭୁବନେଶ୍ୱର ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି| ତାଙ୍କର ଶେଷକୃତ୍ୟ ଭୁବନେଶ୍ୱର ସତ୍ୟନଗର ସ୍ମଶାନ ରେ କରାଯାଇଥିଲା |ତାଙ୍କର ଏପରି ଖବର […]

You May Like

Pin It on Pinterest