ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଠାଇଛନ୍ତି କାଳିଆ ଯୋଜନାର କିସ୍ତି ଟଙ୍କା

ଭୁବନେଶ୍ୱର, ୦୩/୦୫:ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ମୁହଁରେ ହସ ଭରିବାକୁ ଚେଷ୍ଟା କରଛନ୍ତି । ମୋଟ ୪୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟ ପଠାଇଛନ୍ତି କାଳିଆ ଯୋଜନାର କିସ୍ତି ଟଙ୍କା । ରାଜ୍ୟ ରାଜକୋଷରୁ ଏଥିପାଇଁ ୮ ଶହ ୪ କୋଟି ଟଙ୍କା ଖର୍ଚ କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି-ହାୱବା ଧକ୍କା ରେ ଦୁଇ ବାଇକ୍ ଆରୋହୀ ମୃତ...

Tue May 3 , 2022
ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ଚାନ୍ଦବାଲିରେ ହାଇବା ଗାଡ଼ି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ । ଚାନ୍ଦବାଲି ଏନ ଏ ସି ବଡ଼ବଜାର ତାରଣୀଛକ ନୀକଟରେ ଏକ ହାଇବା ଗାଡ଼ି ଧକ୍କାରେ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ ଆରୋହୀ ହେଉଛନ୍ତି ମତୋ ମୁସଲମାନ ବସ୍ତିର ଦୁଇ ଭାଇ ସେକ୍ ସକିଲ ଓ ସେକ୍ ଆସଲାମ । ଦୁଇଭାଇ ଭଉଣୀ ଘରକୁ ଇଦ୍ ମୁବାରକ୍ […]

You May Like

Pin It on Pinterest