ଫେରିଲା ମା’ କୋଳକୁ ୪ଦିନର ଶିଶୁ ପୁତ୍ର । ମା’ର ମମତା ଆଗରେ ହାରମାନିଲା ପିଲା ଚୋର । ପାଟଣାଗଡ଼ ପିଲା ଚୋରି ଘଟଣାରେ ଆଜି ଅଭିଯୁକ୍ତା ମହିଳାକୁ ଗିରଫ କରିଛି ପାଟଣାଗଡ ପୋଲିସ୍ । ସିସିଟିଭି ଫୁଟେଜକୁ ଆଧାରକରି ପାଟଣାଗଡ ପୋଲିସକୁ ବଡ଼ ସଫଳତା ମିଳିଛି । ଗତ ୬ ତାରିଖରେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରୁ ମାତ୍ର ୪ଦିନର ନବଜାତ ଶିଶୁକୁ ଜଣେ ମହିଳା ଆଶାକର୍ମୀ ବେଶରେ ଆଶି ଚୋରାଇ ନେଇଯାଇଥିଲେ । ଶିଶୁର ମା’ଜଣକ ସିସିଟିଭି ଫୁଟେଜ୍ ଦେଖି ମହିଳା ଜଣକୁ ଚିହ୍ନି ପାରିଥିଲେ । ପରେ ପୋଲିସ୍ ମହିଳା ଜଣକୁ ଧରିବାରେ ସକ୍ଷମ ହୋଇଛି ।
Next Post
ଋଣ ନେଇ ଏବେ ଫାଇଦାରେ ରହିବେ ଗ୍ରାହକ !
Sat Mar 9 , 2019
ନୂଆଦିଲ୍ଲୀ(ବାସ୍ତବ ଟିଭି): ଗ୍ରାହକଙ୍କ ପାଇଁ ଖୁସିର ଖବର । ଏଣିକି ଲୋନ ନେଇ ଫାଇଦାରେ ରହିବେ ଗ୍ରାହକ । ଆସନ୍ତା ଅପ୍ରିଲ ମାସ ପହିଲାରୁ ଗୃହ ଓ ଅଟୋ ଋରରେ ଲଗୁଥିବା ସୁଧର ହାର ବଦଳିବ । ସୂଚନା ମୁତାବକ ବ୍ୟାଙ୍କ ନିଜେ ସ୍ଥିତି ଅନୁଧ୍ୟାନକରି କେବେ ବ୍ୟାଙ୍କର ସୁଧର ହାର ବଢ଼ାଇଥାନ୍ତି ଓ କମାଇଥାନ୍ତି । କନ୍ତୁ ଆସନ୍ତା ଅପ୍ରିଲ ମାସ ବ୍ୟାଙ୍କକୁ ଆରବିଆଇ ରୋପ ରେଟ୍ ହ୍ର୍ରାସ […]

You May Like
-
6 years ago
ଆଜିର ଖାସ୍ ଖବର
-
4 years ago
ଆଜିର ଖାସ୍ ଖବର
-
7 months ago
କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ


