କମିଶନରେଟ ପୋଲିସ ଜାଲରେ ଦୁଇ କୁଖ୍ୟାତ ଲୁଟେରା…

ପ୍ରମୋଦ ନାଏକ(ଭୁବନେଶ୍ବର): ୧୯।୦୫ -କମିଶନରେଟ ପୋଲିସ ଜାଲରେ ଦୁଇ କୁଖ୍ୟାତ ଲୁଟେରା ।ଲକ୍ଷାଧିକ ଟଙ୍କାର ସୁନା ଗହଣା ସେମାନଙ୍କ ନିକଟରୁ ଜବତ କଲେ କମିଶନରେଟ ପୋଲିସ । ଏମାନଙ୍କ ସହ ଆଉ କେତେଜଣ ସାମିଲ ଅଛନ୍ତି ସେନେଇ ପଚରାଉଚରା ଚାଲିଛି ।

ସୂଚନା ଅନୁଯାଇ,ବିଭିନ୍ନ ସ୍ଥାନରୁ ଲୋକଙ୍କଠାରୁ ଟଙ୍କା ଓ ସୁନା ଗହଣା ଲୁଟ୍ କରୁଥିଲେ ଏହି ଲୁଟେରା । ବାରମ୍ବାର ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା ।ଗତ କିଛି ଦିନ ହେଲା ପୋଲିସ ଲଗାତର ଭାବେ ଏହି ଲୁଟେରାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଶେଷରେ ଦୁଇ ଜଣ କୁଖ୍ୟାତ ଲୁଟେରାଙ୍କୁ କାବୁ କରିଛି କମିଶନରେଟ୍ ପୋଲିସ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସଚ୍ଚିଦାନନ୍ଦ ସେବା ସଂଗଠନ ଦ୍ଵାରା ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପରିଶର ସଫେଇ...

Thu May 19 , 2022
ରାକେଶ ମହାନ୍ତି(କେନ୍ଦ୍ରାପଡ଼ା):୧୯/୦୫/୨୨ – ସ୍ୱଚ୍ଛତା ହିଁ ମନୁଷ୍ୟର ପ୍ରକୃତ ପରିଚୟ ,ହାତରେ ଝାଡୁ, କୋଦାଳ, ଆଉ ମନରେ ସେବା ଭାବନା | ସକାଳୁ ସକାଳୁ କେନ୍ଦ୍ରାପଡା ର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଛନ୍ତି କେନ୍ଦ୍ରାପଡ଼ା ର ସଚ୍ଚିଦାନନ୍ଦ ସ୍ବେଛାସେବୀ ସଂଗଠନ | ମନ୍ଦିରର ପରିବେଶ ଅପରିଷ୍କାର ହୋଇ ପଡିଥିଲାବେଳେ, ସମସ୍ତ ଜାଗା କୁ ସଫା କରି, ବ୍ଲିଚିଙ୍ଗ ପକେଇ, ସମାଜ ପାଇଁ ସେବା ର […]

You May Like

Pin It on Pinterest