ଆଜିର ଖାସ୍ ଖବର

୧-ଭୁବନେଶ୍ୱର, କଳିଙ୍ଗ ବିହାର:ରାଜଧାନୀରେ ଛୋଟ ଛୁଆଙ୍କୁ ଲଗାଇ ଘର ଭିତରୁ ଲାପଟପ୍ ମୋବାଇଲ ପର୍ସ ଲୁଟି ନେଉଥିବା ବାପା ମାଆ ପିଲାଙ୍କୁ ଧରିଲେ ସ୍ଥାନୀୟ ଲୋକ।

୨-ମାଟ୍ରିକ ପରୀକ୍ଷାରେ କପି ଯୋଗାଇ ବାକୁ ଟଙ୍କା ଆଦାୟ କଲେ ଶିକ୍ଷକ- ଭିଡିଓ ହେଲା ଭାଇରାଲ।

୩-ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲେ ଆମେରିକା ରାଷ୍ଟ୍ରପତି, ଆଜି ସକାଳ ସାଢ଼େ ୧୧ଟାରେ ଅହମ୍ମଦାବାଦରେ ପହଞ୍ଚିବେ।

୪-ପିପିଲି:ଆଉ ଜଣଙ୍କୁ ଦଳି ଦେଲା ଦନ୍ତା- ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି,୮ ଗୁରୁତର।

୫-ଆଭ୍ୟନ୍ତରୀଣ ଓଡିଶା ଓ ଉତ୍ତର ଉପକୂଳରେ ଆଜିଠାରୁ ଦୁଇ ଦିନ ଘଡଘଡି ସହ ବର୍ଷା ସମ୍ଭାବନା।

୬-ଦି ନିଉ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ହେଲା ଦେବୀ ଆୱାର୍ଡ ଉତ୍ସବ, ୧୨ ଜଣ ପ୍ରତିଭାଶାଳୀ ମହିଳାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ।

୭-ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଲେ ବୀରାପ୍ପାନ୍‌ର ଝିଅ।

୮-ଡି. ଆଇଜନହାଓ୍ବରଙ୍କଠାରୁ ଟ୍ରମ୍ପଙ୍କ ପର୍ଯ୍ୟନ୍ତ; ୧୩ବର୍ଷରେ ଭାରତ ଗସ୍ତରେ ଆସିଛନ୍ତି ୬ଆମେରିକା ରାଷ୍ଟ୍ରପତି, ଟ୍ରମ୍ପ ସପ୍ତମ।

୯-୨୮ରେ ଓଡ଼ିଶା ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କରିବେ ସିଏଏ ସପକ୍ଷରେ ରାଲି।

୧୦-ପୋଲସରା:ଖେଳ ହୋଇଗଲା କାଳ, ଗଞ୍ଜାମ ପାଳ ଗଦାରେ ନିଆଁ ଲାଗିବା ଘଟଣା, ଗୁରୁତର ଥିବା 4 ଶିଶୁଙ୍କ ମଧ୍ୟରୁ 3 ଜଣଙ୍କ ମୃତ୍ୟୁ।

୧୧-ପୋଲସରାରେ ନିଆଁ ଲାଗି ୩ ଶିଶୁଙ୍କ ମୃତ୍ୟୁ ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରାପଡା ବ୍ଲକ୍ ଶିକ୍ଷକ ଭବନ ଲୋକାର୍ପିତ

Mon Feb 24 , 2020
ବାସ୍ତବ ବ୍ୟୁରୋ (କେନ୍ଦ୍ରାପଡା)-ଆଜି କେନ୍ଦ୍ରାପଡା ବ୍ଲକ୍ ପ୍ରାଥମିକ ଶିକ୍ଷକମାନକଂର ବ୍ୟକ୍ତିଗତ ପ୍ରଚେଷ୍ଟାରେ ନିର୍ମିତ “ଶିକ୍ଷକ ଭବନ” ବଶିଷ୍ଟ ବର୍ଷୀୟାନ୍ ଶିକ୍ଷାବିତ୍ ଶ୍ରୀ ଲକ୍ଷ୍ମୀନାରାୟଣ ପ୍ରସାଦ ଦାସକଂ ଦ୍ବାରା ଲୋକାର୍ପିତ ହୋଇଛି । ଏହି ଉତ୍ସବରେ କେନ୍ଦ୍ରାପଡା ବ୍ଲକର ସମସ୍ତ ଅବସରପ୍ରାପ୍ତ ବର୍ଷୀୟାନ୍ ଶିକ୍ଷକମାନକଂର ସମାବେଶ ଏକ ଭାବପୂର୍ଣ୍ନ ପରିବେଶ ସୃଷ୍ଟି କରିଥିଲା । ସକାଳରେ ବରିଷ୍ଟ ଶିକ୍ଷକ ନେତା ଶ୍ରୀ ଭାସ୍କର ଦାଶ,ଶ୍ରୀମତୀ ସବିତା ପଣ୍ଡା, କ୍ଷେତ୍ରମଣୀ ଦେଈ ,ପ୍ରଶାନ୍ତ […]

You May Like

Pin It on Pinterest