ଚାନ୍ଦବାଲି ବ୍ଲକ୍ ଭୁଈଁବୃତ୍ତି ପଞ୍ଚାୟତ ଗରିପୁର ଗାଁ ରେ ଜୋରରେ ପଡି ଶିଶୁ ମୃତ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ଥାନା ଅର୍ନ୍ତଗତ ଭୂଇଁବୃତ୍ତି ପଂଚାୟତ ଗରିପୁର ଗାଁରେ ଗତ କାଲି ପ୍ରାୟ ୧ଟା ସମୟରେ ଜଣେ ଶିଶୁ ସୁଇସ ଗେଟ ନିକଟରେ ଥିବା ଏକ ଜୋରରେ ପଡି ସଂଜ୍ଞାହୀନ ହୋଇ ପଡ଼ିଥିଲେ l ପରିବାର ଲୋକେ ଶିଶୁକୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲରେ ଭର୍ତ୍ତୀ କରିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

ମୃତ ଶିଶୁ ଜଣକ ହେଉଛନ୍ତି ଶ୍ୟାମ ସୁନ୍ଦର ଦାସଙ୍କ ପୁଅ ଶ୍ରବଣ ଦାସ l ଶ୍ରବଣ ଗାଁ ନିକଟରେ ତାର ସାଥି ମାନଙ୍କ ସହ ବଲ ଖେଳୁଥିବା ବେଳେ ବଲଟି ଜୋରେ ପଡି ଯାଇଥିଲା, ଜୋର ମଧ୍ୟ୍ୟରୁ ବଲଟିକୁ ଆଣିବା ସମୟରେ ଶ୍ରବଣ ପାଣିରେ ବୁଡି ଯାଇଥିଲା l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟମେଳା...

Fri May 27 , 2022
ପ୍ରଶାନ୍ତ କୁମାର ଦାସ(ବାଲିଆପାଳ): ବାଲେଶ୍ଵର ଜିଲ୍ଳା ବାଲିଆପାଳ ବ୍ଲକ ପ୍ରତାପପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ବାଲିଆପାଳ ବ୍ଲକ ର ବିଭିନ୍ନ ଅଂଚଳରୁ ବିଭିନ୍ନ ପ୍ରକାରର ରୋଗୀ ମେଳାରେ ନାମ ପଞ୍ଜିକରଣ କରୀ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ଚିକିତ୍ସିତ ହୋଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସମସ୍ତ ରୋଗୀଙ୍କୁ ମାଗଣା ଔଷଧ ବିତରଣ କରିବେ ବୋଲି କହିଥିଲେ କିନ୍ତୁ […]

You May Like

Pin It on Pinterest