୧-ମେଲବର୍ଣ୍ଣ:ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ କ୍ରିକେଟ୍ , ଭାରତ-ଶ୍ରୀଲଙ୍କା ମୁକାବିଲା ଆଜି।
୨-ପ୍ରଚଣ୍ଡ ଉତ୍ତପ୍ତ ବର୍ଷ ହେବ ୨୦୨୦;ମାର୍ଚ୍ଚ-ଏପ୍ରିଲ-ମେ ମାସରେ ତାପମାତ୍ରା ଭାଙ୍ଗିବ ସବୁବର୍ଷର ରେକର୍ଡ।
୩-ହୋମଗାର୍ଡଙ୍କୁ ଦରମା ଦିଅ:ପିଛିଲା ଭାବେ ଦୈନିକ ୫୦୦ ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।
୪-ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା:କିଟ୍ ମହିଳା ରଗ୍ବୀଦଳକୁ ସ୍ବର୍ଣ୍ଣ , ପୁରୁଷକୁ ବ୍ରୋଞ୍ଜ।
୫-ମାତ୍ର ତିନି ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା।ଚଳିତ ବର୍ଷ ୧୧୪୩ ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୫୦ ହଜାର ୮ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
୬-ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପ୍ରକଳ୍ପକୁ ମଞ୍ଜୁରୀ: ୨୫ କୋଟି ଟଙ୍କା ବ୍ୟୟବରାଦ।
୭-ଏପ୍ରିଲ ମାସ ୮ ଓ ୯ ତାରିଖ ଦୁଇଦିନ ଓଡିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ଅଳଙ୍କାର ପ୍ରଦର୍ଶନୀ
୮-କଟକ: ଦୃର୍ବୁତ୍ତମାନେ ଦିନ ଦ୍ୱିପହରରେ ଗାଡ଼ି କାଚ ଭାଙ୍ଗି ଶିକ୍ଷକଙ୍କଠାରୁ ଲୁଟି ନେଲେ ୪ ଲକ୍ଷ ଟଙ୍କା।
୯-ବରଗଡ଼:ସିନ୍ଥିରେ ଭରିଲେ ସିନ୍ଦୂର: ଅନାଥ ଝିଅ ଚାନ୍ଦିନୀର ହାତ ଧରିଲେ ଯୁବ ବ୍ୟବସାୟୀ ଖୀରୋଦ ଅଗ୍ରଓ୍ବାଲ୍।
୧୦-ନବୀନଙ୍କ ସହ ମିଶି ଓଡ଼ିଆ ଖାଦ୍ୟର ମଜା ନେଲେ ଗୃହମନ୍ତ୍ରୀ ଆମିତ ଶାହ, ମମତା ଓ ନୀତୀଶ।
୧୧-ସେୟାର ବଜାର ଉପରେ କରୋନା ମାଡ : ୧୧୫୦ ପଏଣ୍ଟ ଖସିଲା ସେନ୍ସେକ୍ସ, ଆମେରିକା ବଜାରକୁ ଝଟ୍କା , ବଡ ଅର୍ଥନୈତିକ ସଂକଟ ନେଇ ହେଲାଣି ଆଶଙ୍କା।
୧୨-Asia Cup ଆୟୋଜନ ନେଇ BCCI ସଭାପତି ଗାଙ୍ଗୁଲୀଙ୍କ ବଡ ବୟାନ, କହିଲେ ଦୁବାଇରେ ଖେଳିବେ ଭାରତ ଓ ପାକ୍।



