ନିର୍ବାଚନ ପରେବି ନିର୍ବାଚନୀ ହିଂସା ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ…

ଗଂଜାମ:୮।୬- ନିର୍ବାଚନ ପରେବି ନିର୍ବାଚନୀ ହିଂସା। ଗଂଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା ।ଗଞ୍ଜାମର ଜାମୁନି ପଞ୍ଚାୟତରେ ଘଟିଛି ଏଭଳି ହିଂସାକାଣ୍ଡ । ଦୁଇ ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ।

ଖବର ଅନୁଯାଇ,ମଙ୍ଗଳବାର ରାତିରେ ଜାମୁନି ପଞ୍ଚାୟତରେ ଯୋଗେଶ ଓ ତାଙ୍କ ସାଙ୍ଗ ନନ୍ଦିକ ଗାଁରୁ ଯାତ୍ରା ଦେଖି ଫେରୁଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଗୋଷ୍ଠୀ ଅତର୍କିତ ଆକ୍ରମଣ କରିଥିଲେ। ସଂଘର୍ଷରେ ଯୋଗେଶ୍ବର ବେହେରାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଗୁରୁତର ଆହତ ଅଜିତ ପ୍ରାଣିଗ୍ରାହୀଙ୍କୁ ପ୍ରଥମେ ବ୍ରହ୍ମପୁର ଓ ସେଠାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସ୍ତ୍ରୀର ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ କରି ସ୍ୱାମୀ ଗଲେ ଜେଲ୍....

Wed Jun 8 , 2022
ପ୍ରମୋଦ ନାୟକ(ଭୁବନେଶ୍ୱର): ଅଗ୍ନିଙ୍କୁ ସାକ୍ଷୀରଖି ପତ୍ନୀଙ୍କୁ ସୁରକ୍ଷା ଦେବେ ବୋଲି ପ୍ରତିଜ୍ଞା କରି ବିବାହ କରିଥିଲେ ସରୋଜ କୁମାର ଦାସ। ହେଲେ ନିଶା ଖାଇବାକୁ ଟଙ୍କା ନଦେବାରୁ ସୋଶାଲ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ଦେଲା ସରୋଜ ।ଏଭଳି ହୀନ କାର୍ଯ୍ୟ କରିଥିବା ବ୍ୟକ୍ତିକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ। ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ସରୋଜକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି। […]

You May Like

Pin It on Pinterest