ଆଜିର ଖାସ୍ ଖବର

୧-ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ପୁଣି ସେମିରେ ଭାରତ-ଇଂଲଣ୍ଡ ଟକ୍କର।

୨-ଏପ୍ରିଲ ୩ରେ ଗଣଶିକ୍ଷା ବିଭାଗ ପାଳିବ ପ୍ରବେଶ ଉତ୍ସବ।

୩-ପାଣିପାଗ: ଆଜିଠାରୁ ସାତ ତାରିଖ ଯାଏଁ ବର୍ଷିବ, ୮ରୁ ବଢିବ ତାତି।

୪-ରାଞ୍ଚି:କେଜ୍ରିଓ୍ଵାଲଙ୍କ ପଥରେ ହେମନ୍ତ ସରକାର, ମାଗଣାରେ ବିଜୁଳି ଓ ଋଣ ଛାଡ କରିବାକୁ ବଜେଟରେ ଘୋଷଣା।

୫-ବର୍ତ୍ତିଲାନି ବିଏମ୍‌ସି ଗାଡି : ୨ଟି ଅଳିଆ ବୁହା ଗାଡିକୁ ୩୨,୫୦୦ ଟଙ୍କାର ଫାଇନ୍।

୬-ପ୍ରଥମ ଥର କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ।

୭-ବ୍ରହ୍ମପୁର:ଭିଜିଲାନ୍ସ ଜାଲରେ R & B ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢୀ, ଏକକାଳୀନ ୧୨ଟି ସ୍ଥାନରେ ଚଢାଉ।

୮-ନୂଆଦିଲ୍ଲୀ:ଗଣତନ୍ତ୍ରର ମନ୍ଦିର ପରିସରରେ ମହିଳା ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ଆକ୍ରମଣ କଲେ କଂଗ୍ରେସର ଦୁଇ ସାଂସଦ।

୯-ଭୁବନେଶ୍ୱର:ଫରେଷ୍ଟ ସ୍ପୋର୍ଟ୍ସ ମିଟ୍‌କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।କିଟ୍‌ କ୍ୟାମ୍ପସ୍‌ ଓ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ସବୁ ମ୍ୟାଚ୍‌ ।

୧୦-ସୁନ୍ଦରଗଡ଼:୧୫ଶହ କୋଟି ମୂଲ୍ୟର ୧୫୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

୧୧-ରାଜ୍ୟ ସରକାରଙ୍କ କରୋନା ସତର୍କତା; ଏୟାରପୋର୍ଟ ଓ ହସ୍ପିଟାଲକୁ ଆଲର୍ଟ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Mar 5 , 2020
୧-ଆଜି ଫଗୁ ଦଶମୀ, ଦୋଳଯାତ୍ରା ଆରମ୍ଭ,ସୁଦଶା ବ୍ରତ ଓ ପଞ୍ଚାୟତରାଜ ଦିବସ। ୨-ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 104 ତମ ଜନ୍ମ ଜୟନ୍ତୀ, ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ୩-ପୃଥିବୀ ଆଡକୁ ମାଡି ଆସୁଛି ମାଉଣ୍ଟ ଏଭରେଷ୍ଟଠୁ ବଡ ବିଶାଳକାୟ ଉଲକା ପିଣ୍ଡ ।ଘଣ୍ଟା ପ୍ରତି ୩୧,୩୧୯ କିଲୋମିଟର ବେଗରେ ଆସୁଥିବା ଏହି ଉଲକା ପିଣ୍ଡକୁ ୫୨୭୬୮(1998 OR 2)ର ନାମ ଦିଆଯାଇଛି। ୪-ନୂଆ ଦିଲ୍ଲୀ:ଚିନ୍ତା ବଢ଼ାଇଲା କରୋନା, […]

You May Like

Pin It on Pinterest