ଆଜିର ଖାସ୍ ଖବର

୧-ବିଧାନସଭାରେ ବାୟୋମେଟ୍ରିକ ମନା । କରୋନାର ମୁକାବିଲା କରିବାକୁ କର୍ମଚାରୀଙ୍କ ପାଇଁ ଜାରି ହେଲା ଆଡଭାଇଜରି ।

୨-ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ।ମ୍ୟାଚ୍ ଅପରାହ୍ଣ ୧.୩୦ରେ।

୩-ଏବେ ସୁଦ୍ଧା କନ୍ଧମାଳର ୭୦ ପ୍ରତିଶତ ଗାଁକୁ ଟେଲି ଯୋଗାଯୋଗ ବ୍ୟବସ୍ଥା ନାହିଁ, ଲୋକସଭାରେ ପ୍ରସଙ୍ଗ ଉଠାଇଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ।

୪-ଅନିଲ ଅମ୍ବାନୀଙ୍କ କମ୍ପାନୀ ଓ ସୁଭାଷ ଚନ୍ଦ୍ରାଙ୍କ ଉପରେ ୟେସ୍ ବ୍ୟାଙ୍କର ରହିଛି ୨୧ ହଜାର ଟଙ୍କାର ଋଣ।

୫-ଭୋଗରାଇ:ଚା’ ବଦଳରେ ବିଷ ! ବାହାଘରରେ ବିଷାକ୍ତ ଚା’ ପିଇ ୧୫ ଗୁରୁତର, ମେଡିକାଲରେ ଭର୍ତ୍ତି ।

୬-ଭାରତରେ ୬୨ କରୋନା ଆକ୍ରାନ୍ତ; କେରଳରେ ହାଇଆଲର୍ଟ, ବିବାହ ଓ ସିନେମା ହଲ୍‌ ବନ୍ଦ।

୭-ଭୁବନେଶ୍ୱର ରାସ୍ତାରେ ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ଖୋଳତାଡ, ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍‌।

୮-ଭୋପାଳ:ପଦ୍ମ ଧରିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ।ମଧ୍ୟପ୍ରଦେଶରୁ ରାଜ୍ୟସଭା ଯିବେ ଜ୍ୟୋତିରାଦିତ୍ୟ।

୯-ସୁବର୍ଣ୍ଣପୁରର:ବିଦ୍ୟାଳୟ ପରିସରରେ ପରିବା ବଗିଚା । ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ତଟକା ପରିବା ଦେବାକୁ ପ୍ରୟାସ, ପ୍ରଧାନ ଶିକ୍ଷକ ଦାମୋଦର ପଣ୍ଡାଙ୍କ ପରିବା ବଗିଚାକୁ ନେଇ ଚର୍ଚ୍ଚା ।

୧୦-ଭୁବନେଶ୍ୱର:ଚଢ଼ା ଦରରେ ମାସ୍କ ଓ ସାନିଟାଇଜର ବିକିଲେ କଡା କାର୍ଯ୍ୟାନୁଷ୍ଠାନ:ଡ୍ରଗସ କଣ୍ଟ୍ରୋଲର

୧୧-ଷ୍ଟେଟ ବ୍ୟାଙ୍କର ବଡ ଘୋଷଣା, ଆଉ ରହିବନି ମିନିମମ୍ ବାଲାନ୍ସ, ପଡିବନି ଫାଇନ୍।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Mar 13 , 2020
୧-ରୋମ୍‍, ମିଲାନ ଓ ସିଓଲକୁ ଏୟାର୍‍ ଇଣ୍ଡିଆ ବିମାନ ଚଳାଚଳ ସାମୟିକ ଭାବେ ସ୍ଥଗିତ। ୨-କରୋନାକୁ ‘ମହାମାରୀ’ ଘୋଷଣା କଲେ ଦିଲ୍ଲୀ ସରକାର । ୩୧ ମାର୍ଚ୍ଚ ଯାଏଁ ବନ୍ଦ ରହିବ ସମସ୍ତ ସିନେମା ହଲ । ପରୀକ୍ଷା ସରିଥିଲେ ସ୍କୁଲ-କଲେଜ ବି ଛୁଟି। ୩-ପାଠ ଇଞ୍ଜିନିୟରିଂ କାମ ନିଶା କାରବାର: ଧରା ପଡିଲେ ୩, ଦେଢ଼ କୋଟିର ବ୍ରାଉନ ସୁଗାର ଜବତ। ୪-ୟୁରୋପୀୟାନ ପାଇଁ ଆମେରିକାକୁ ଭିସା ମନା, […]

You May Like

Pin It on Pinterest