ଆଜିର ଖାସ୍ ଖବର

୧-ରୋମ୍‍, ମିଲାନ ଓ ସିଓଲକୁ ଏୟାର୍‍ ଇଣ୍ଡିଆ ବିମାନ ଚଳାଚଳ ସାମୟିକ ଭାବେ ସ୍ଥଗିତ।

୨-କରୋନାକୁ ‘ମହାମାରୀ’ ଘୋଷଣା କଲେ ଦିଲ୍ଲୀ ସରକାର । ୩୧ ମାର୍ଚ୍ଚ ଯାଏଁ ବନ୍ଦ ରହିବ ସମସ୍ତ ସିନେମା ହଲ । ପରୀକ୍ଷା ସରିଥିଲେ ସ୍କୁଲ-କଲେଜ ବି ଛୁଟି।

୩-ପାଠ ଇଞ୍ଜିନିୟରିଂ କାମ ନିଶା କାରବାର: ଧରା ପଡିଲେ ୩, ଦେଢ଼ କୋଟିର ବ୍ରାଉନ ସୁଗାର ଜବତ।

୪-ୟୁରୋପୀୟାନ ପାଇଁ ଆମେରିକାକୁ ଭିସା ମନା, କରୋନାକୁ ବିଶ୍ୱସ୍ତରୀୟ ମହାମାରୀ ଘୋଷଣା କରିବା ପରେ ଏଭଳି ପଦକ୍ଷେପ ନେଇଛି ଆମେରିକା

୫-ପାଣିପାଗ:୪୮ଘଣ୍ଟା ଯାଏଁ ବର୍ଷା ସମ୍ଭାବନା, ଚାଷୀଙ୍କ ପାଇଁ ଆଡଭାଇଜରୀ ଜାରି।

୬-୩୦୦ ନୂଆ ବସ୍ କିଣିବ ପରିବହନ ବିଭାଗ, ଆସନ୍ତା ୩ ବର୍ଷ ପାଇଁ ବଡ ଯୋଜନା।

୭-ଭାରତରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ। ଆକ୍ରାନ୍ତଙ୍କ ସଂଖ୍ୟା ୭୪ ।

୮-‘ବୁଢ଼ିମା’ ବସ୍‌କୁ ୭ ଲକ୍ଷ ୭ ହଜାର ଫାଇନ୍‌ କଲା ବୌଦ୍ଧ RTO।

୯-୨୦ରୁ କମ୍ ଛାତ୍ର ଛାତ୍ରୀ ଥିବା ୪ ହଜାର ସ୍କୁଲ ବନ୍ଦ ହୋଇପାରେ , ନିକଟସ୍ଥ ସ୍କୁଲରେ ପିଲାମାନେ ପଢ଼ିପାରିବେ।

୧୦-ପେନସନ୍ ଭୋଗୀଙ୍କ ପାଇଁ ଖୁସି ଖବର: ୫ ପ୍ରତିଶତ ବଢ଼ିଲା ଡିଅରନେସ୍ ରିଲିଫ୍।

୧୧-କରୋନା ପ୍ରଭାବରେ ସେୟାର ବଜାରରେ ହାହାକାର । ଗୋଟିଏ ଦିନରେ ପାଖାପାଖି ୩ ହଜାର ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ହରାଇଲେ ପ୍ରାୟ ୧୧ ଲକ୍ଷ କୋଟି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Mar 14 , 2020
୧-ଓଡ଼ିଶା ପରେ ଉତ୍ତରପ୍ରଦେଶରେ କରୋନା ଭାଇରସକୁ ଘୋଷଣା କରାଗଲା ମହାମାରୀ, 22 ପର୍ଯ୍ୟନ୍ତ ସ୍କୁଲ କଲେଜ ସବୁ ବନ୍ଦ। ୨-କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କଲେ ସରକାର: ସ୍କୁଲ ଓ ସିନେମା ହଲ୍ ବନ୍ଦ, ସାମାଜିକ ଉତ୍ସବ ଉପରେ ବି କଟକଣା। ୩-ଦେଶରେ ଦ୍ୱିତୀୟ କରୋନା ମୃତ୍ୟୁ, କୋଟ୍ଟାୟମ ହସ୍ପିଟାଲର ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ ସନ୍ଦିଗ୍ଧ। ୪-ବିଧାନସଭା ୨୯ ଯାଏଁ ବନ୍ଦ, ହାତ ଧୋଇ ସଚେତନତାର ବାର୍ତା ଦେଲେ […]

You May Like

Pin It on Pinterest