ମର୍ମନ୍ତୁଦ ସଡକ ଦୁର୍ଘଟଣା ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଧାମରା ନିକଟସ୍ଥ କରଂଜମାଳ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକି ଆରୋହିଙ୍କର ମୃତ୍ୟୁ ହୋଇଛି।ଶନିବାର ଅପରାହ୍ନ ୫ଟା ସମୟରେ ଜଣେ ଅଜଣା ବାଇକି ଚାଳକ ଧାମରା ଅଭିମୁଖେ ଆସୁଥିବା ବେଳେ ଧାମରାରୁ ଯାଉଥିବା ହାଇବା ଦ୍ରୁତଗତିରେ ଯାଇ ସଂପୃକ୍ତ ବାଇକ ଆରୋହିକୁ ସାମନାରୁ ଧକା ଦେଇଥିଲା,ଘଟଣା ସ୍ଥଳରେ ବାଇକ ଆରୋହି ମୃତ୍ୟ ବରଣ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ହାଇବା ଚାଳକ ଫେରାର ହୋଇଯାଇଥିବା ପ୍ରତକ୍ଷ ଦର୍ଶୀଙ୍କ ନିକଟରୁ ପ୍ରକାଶ।ଘଟଣା ସ୍ଥଳରେ ପୋଲିସ ପହଁଚି ମୃତ ବ୍ୟକ୍ତିଙ୍କ ଠିକଣା ଖୋଯିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡ଼ିଶାରେ ରିୟା ଚକ୍ରବର୍ତୀ ସୁଶାନ୍ତ ସିଂ ରାଜପୁତର କାହାଣୀ ଦୋହରା ଜୀବନୀତ ?

Sun Jul 24 , 2022
ଭୁବନେଶ୍ୱର(ବାସ୍ତବବ୍ୟୁରୋ): ୨୪।୦୭ ଓଡ଼ିଶାରେ ରିୟା ଚକ୍ରବର୍ତୀ ସୁଶାନ୍ତ ସିଂ ରାଜପୁତର କାହାଣୀ ଦୋହରା ଜୀବନୀତ ? ନିଶା କବଳରୁ ମୁକୁଳି ପାରିବେତ ଚକଲେଟ ହିରୋ ? ଗଂଜା ,ଚାରାସ ,ଡ୍ରଗ୍ସର ଜାଲରେ ,ଓଡ଼ିଶାର ଯୁବପିଡ଼ି ଶିକାର ହେବାକୁ ଲାଗିଛନ୍ତି ।ଆଜିର କଳାକାର କିପରି ସୁଟିଂ ସେଟକୁ ନିଶା ନେଇ ଆସୁଛନ୍ତି କାଲି ସୋସିଆଲ ମିଡିଆରେ,ଜଣେ ସିନେ ନିର୍ଦେଶକ ଙ୍କ ବାଇଟ ସମସ୍ତେ ଶୁଣିଥିବେ ।ବାବୁଶାନଙ୍କ ପ୍ରସଙ୍ଗରେ ମାଆ ଅପରାଜିତ ମହାନ୍ତି […]

You May Like

Pin It on Pinterest