ଭୁବନେଶ୍ୱର, ୨୮/୦୭:ଅକ୍ଟୋବର ୧୬ ତାରିଖରେ, ଓଡ଼ିଶା ପ୍ରଶାସନିକ ସେବାର ପ୍ରିଲିମ୍ ପରୀକ୍ଷା ପାଇଁ ଘୋଷଣା । ପରୀକ୍ଷା ନେଇ ସୂଚନା ଦେଇଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍ସି । ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନର ପରୀକ୍ଷା ହେବ ।
ଅକ୍ଟୋବର ୧୬ ରବିବାର ଦିନ ଏହି ପରୀକ୍ଷା ହେବା ସହ ପରୀକ୍ଷା ସଂପର୍କୀୟ ସବିଶେଷ ବିବରଣୀ ଓପିଏସ୍ସି ୱେବ୍ସାଇଟ୍ରୁ ମିଳିପାରିବ ବୋଲି କୁହାଯାଇଛି । ୱେବ୍ସାଇଟ୍ରେ ପରବର୍ତ୍ତୀ ସମୟରେ ବିସ୍ତୃତ ବିବରଣୀ ପ୍ରକାଶ କରାଯିବ ।
Thu Jul 28 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଛାତ୍ରୀଙ୍କୁ ଅସାଦାଚରଣ କରିବା ଘଟଣା ମହଙ୍ଗା ପଡ଼ିଲା ସଂପୃକ୍ତ ଶିକ୍ଷକଙ୍କୁ,ଶିକ୍ଷାବିଭାଗ ପକ୍ଷରୁ ସଂପୃକ୍ତ ଶିକ୍ଷକଙ୍କୁ ଲନିମ୍ବନ କଲା ଶିକ୍ଷା ବିଭାଗ । ଚାନ୍ଦବାଲି ବ୍ଲକ ଶିକ୍ଷାଧୂରୀ ଅଧନ ଗୁଆଁଳ ଭାବେଶ୍ୱରନୋଡ଼ାଲ ପ୍ରାଥମିକ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକ ଜଣକ ଅସାଦାଚରଣ କରିବା ଘଟଣାରେ ଗ୍ରାମବାସୀ ଶିକ୍ଷକ ଜଣଙ୍କୁଦିବାଲୋକରେ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ । ଏହି ଘଟଣା ଚାନ୍ଦବାଲି ବ୍ଲକ ଶିକ୍ଷା ବିଭାଗର […]