ଓଡିଶା ରେ ତୃତୀୟ କରୋନା ପଜିଟିଭ୍‌

ବାସ୍ତବ ବ୍ୟୁରୋ- ପୂର୍ବରୁ ରାଜ୍ୟରେ ୨ କରୋନା ଆକ୍ରାନ୍ତ ଥିବା ବେଳେ ଆଜି ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି।  ସଂକ୍ରମିତ ହୋଇଥିବା ରୋଗୀ ଜଣଙ୍କ ଜଣେ ପୁରୁଷ ଏବଂ ତାଙ୍କ ବୟସ ୬୦ ବର୍ଷ ବୋଲି ସୂଚନା ମିଳିଛି।

H & FW Dept Odisha@HFWOdisha

One more sample has tested positive for @COVID19 in the State. This makes the number of positive cases 3 and all are from Bhubaneswar.8648:58 PM – Mar 26, 2020

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲକ୍‌ଡାଉନ୍ ର ୩୬ ଘଣ୍ଟା ରେ ସବୁଠାରୁ ବଡ ଘୋଷଣା..କେହି ରହିବେନି ଭୋକିଲା

Fri Mar 27 , 2020
ବାସ୍ତବ ବ୍ୟୁରୋ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରିବାର ୩୬ ଘଣ୍ଟା ରେ, ଗରିବ କଲ୍ୟାଣ ଯୋଜନାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ।  ଦେଶର ଶ୍ରମିକ, ଗରିବ ଏବଂ ସାଧାରଣ‌ ବର୍ଗର ଲୋକଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନରେ ଏହି ପ୍ୟାକେଜ ବାବଦ ଅର୍ଥ ବିନିଯୋଗ ହେବ।  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ପ୍ୟାକେଜ୍‌ ଘୋଷଣା […]

You May Like

Pin It on Pinterest