ଖବର ଏବେ ଏବେ

କୋରୋନା ମୁକାବିଲା ପାଇଁ ପୁରୀରେ ଏପ୍ରିଲ ୧୪ ଯାଏ ପନିପରିବା ମାର୍କେଟ ବନ୍ଦ କଲା ପୋଲିସ, ବଡ଼ଶଙ୍ଖ, ମାର୍କେଟ ଛକ ଓ ଲକ୍ଷ୍ନୀବଜାର ମାର୍କେଟ ବନ୍ଦ, ସାହିରେ ଠେଲା ଗାଡ଼ିରେ ବିକ୍ରି ହୋଇପାରିବ ପରିବା

କଳାହାଣ୍ଡିରେ ଚିହ୍ନଟ କୋରୋନା ଆକ୍ରାନ୍ତଙ୍କ ପଞ୍ଚାୟତ ସିଲ୍‌, ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୩୧ ଜଣ ଚିହ୍ନଟ, ସମସ୍ତଙ୍କ ରକ୍ତ ଓ ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଗଲା

କଟକ କେଶରପୁରରେ ସାହି ବିବାଦ ବେଳେ ପୋଲିସକୁ ଢେଲାମାଡ଼, ଢେଲାମାଡ଼ରେ ମଙ୍ଗଳାବାଗ ଥାନା ଅଧିକାରୀ ଆହତ, ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ, ଘଟଣାସ୍ଥଳରେ ପହଞ୍ଚିଲେ DCP

ବାଲେଶ୍ବରରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ କରି ୩ ଦିନରେ ୫୨ ଜଣ ଗିରଫ

ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ଆତଙ୍କବାଦୀ ନିପାତ, ଅପରେସନ ବେଳେ ଜଣେ ଯବାନ ସହିଦ, ୨ ଗୁରୁତର

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା ଅପ୍ ଟୁଡେଟ୍

Sun Apr 5 , 2020
-ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପ୍ରେସ୍‌ମିଟରେ ସୂଚନା -ଆଜି ରାତି ୮ଟାରେ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରେ ହଟିବ ସଟ୍‌ଡାଉନ -ସୂର୍ଯ୍ୟନଗର କେସ୍‌ଟି କୋଲକାତାରୁ ଆସିଥିଲା, ସେହିପରି ବମିଖାଲ୍ କେସ୍‌ଟି ଭୋପାଲରୁ ଆସିଥିବା ସ୍ପଷ୍ଟ ହୋଇଛି, ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ -୩ ସହରର ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ , ସଂକ୍ରମଣର କାରଣ ଜାଣିବା ପାଇଁ ସଟ୍‌ଡାଉନ କରାଯାଇଥିଲା, -ସଟଡାଉନ୍ ସମୟ ସରିବା ପରେ ଅଧିକ ମାତ୍ରାରେ […]

You May Like

Pin It on Pinterest