ଦିନକ ପାଇଁ ବଢିଲା ଐତିହାସିକ ବାଲିଯାତ୍ରା…

ବାସ୍ତବ ବ୍ୟୁରୋ : ଆସନ୍ତାକାଲି ଅର୍ଥାତ୍ ବୁଧାବର ସରିଥାନ୍ତା କଟକର ଐତିହାସିକ ବାଲିଯାତ୍ରା । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବଢିଛି ଅବଧି । ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା ।ଏନେଇ ସୂଚନା ଦେଇଛନ୍ତି ସିଏମ୍‌ସି ମେୟର ସୁବାସ ସିଂହ ।

ବାଲିଯାତ୍ରା ବୁଲିବାରେ ଲୋକଙ୍କ ଆଗ୍ରହ, ଉତ୍ସାହକୁ ଦୃଷ୍ଟିରେ ରଖି ଯାତ୍ରାର ଅବଧିକୁ ଆଉ ଦୁଇ ଦିନ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା କଟକ ମହାନଗର ନିଗମ (ସିଏମ୍‌ସି) । ଏନେଇ ସୋମବାର ସିଏମ୍‌ସିର ସ୍ୱତନ୍ତ୍ର ବରାଦି ବୈଠକରେ ଆଲୋଚନା ପରେ ନିଗମ ପକ୍ଷରୁ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦେଇ ଚିଠି ଲେଖାଯାଇଥିଲା । ହେଲେ ସରକାର ଦିନେ ବଢାଇବାକୁ ଦେଇଛନ୍ତି ଅନୁମୋଦନ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିବାଦ ତେଜିଲା -ହେତୁବାଦୀ ବନାମ ସନାତନବାଦୀ,ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଦାଖଲ ହେଲା ଦାବୀପତ୍ର...

Tue Nov 15 , 2022
ସଂଜୟ ଶତପଥୀ(କଟକ): ହିନ୍ଦୁଧର୍ମର ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ, ପବିତ୍ର ଆଧ୍ୟାତ୍ମିକ ପୁସ୍ତକ ଶ୍ରୀ ରାମାୟଣର ଶ୍ରେଷ୍ଠ ଚରିତ୍ର ତଥା ପ୍ରଭୁ ଶ୍ରୀ ଶେଷନାଗ ଲକ୍ଷ୍ମଣ,ଜଗଦଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ଙ୍କ ପ୍ରତି ହେତୁବାଦୀମାନଙ୍କର ତାତ୍ସଲ୍ୟ ଓ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ, ରାଜ୍ୟର ବହୁ ପୋଲିସ୍ ଥାନାରେ ଏତାଲା ଋଜୁ ହୋଇନଥଲେବି ,ପୋଲିସ ପକ୍ଷରୁ କୋୖଣସି କାର୍ଯ୍ୟାନୁଷ୍ଠାନ ନ ହେବା ତଥା ବିଶେଷ କରି ରାଜ୍ୟ ସରକାର ସବୁ ଜାଣି ଚୁପ୍ […]

You May Like

Pin It on Pinterest